Jump to content

ସାରେସାଇକ୍ଲିନ

ଉଇକିପିଡ଼ିଆ‌ରୁ
ସାରେସାଇକ୍ଲିନ
Clinical data
Pronunciationsar"e sye' kleen
Trade namesSeysara
SynonymsP-005672
AHFS/Drugs.commonograph
MedlinePlusa618068
data
Pregnancy
category
  • US: N (Not classified yet)
Legal status
Legal status
Identifiers
  • (4S,4aS,5aR,12aR)-4-(Dimethylamino)-1,10,11,12a-tetrahydroxy-7-[[methoxy(methyl)amino]methyl]-3,12-dioxo-4a,5,5a,6-tetrahydro-4H-tetracene-2-carboxamide
ECHA InfoCard100.241.852 Edit this at Wikidata
Chemical and physical data
FormulaC24H29N3O8
Molar mass୪୮୭.୫୧ g·mol−1
3D model (JSmol)
  • CN(C)[C@H]1[C@@H]2C[C@@H]3CC4=C(C=CC(=C4C(=C3C(=O)[C@@]2(C(=C(C1=O)C(=O)N)O)O)O)O)CN(C)OC

ସାରେସାଇକ୍ଲିନ (ଇଂରାଜୀ ଭାଷାରେ Sarecycline) ହେଉଛି ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ଆଣ୍ଟିବାୟୋଟିକ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଅଣ-ନୋଡୁଲାର୍ ପ୍ରକାରର ମଧ୍ୟମରୁ ଗମ୍ଭୀର ଧରଣର ବ୍ରଣ ପାଇଁ ବ୍ୟବହୃତ ହୁଏ । ଏହା ପାଟି ଦ୍ୱାରା ନିଆଯାଏ |

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ଲାଗେ | [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତପଦାହ, ମୁଣ୍ଡ ବୁଲାଇବା, କ୍ଲୋଷ୍ଟ୍ରିଡିୟମ ଡିଫିସିଲ ସଂକ୍ରମଣ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଟେଟ୍ରାସାଇକ୍ଲିନ ଶ୍ରେଣୀର ଏକ ଔଷଧ ଅଟେ ।

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ସାରେସାଇକ୍ଲିନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୭୫୦ ଡଲାର ଖର୍ଚ୍ଚ ହୋଇଥାଏ ।[୩] ୨୦୨୧ ସୁଦ୍ଧା ଏହା ୟୁରୋପ କିମ୍ବା ଯୁକ୍ତରାଜ୍ୟରେ ଉପଲବ୍ଧ ହୋଇନାହିଁ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Sarecycline Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 10 October 2021.
  2. "FDA-approved Labeling-Package Insert for Seysara" (PDF). Drugs@FDA. June 2020. Archived (PDF) from the original on June 7, 2020. Retrieved September 5, 2020.
  3. "Seysara Prices, Coupons & Savings Tips - GoodRx". GoodRx. Retrieved 10 October 2021.
  4. "Sarecycline". SPS - Specialist Pharmacy Service. 30 March 2017. Archived from the original on 11 October 2021. Retrieved 10 October 2021.