ସାମଥାର
Samthar
सम्थार | |
---|---|
city | |
ଦେଶ | ![]() |
ରାଜ୍ୟ | Uttar Pradesh |
ଜିଲ୍ଲା | Jhansi |
Population (2001) | |
• Total | ୨୦,୨୨୭ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ସାମଥାର ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ଝନ୍ସି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ସାମଥାର ୨୬.୮୭୯୪ ଉତ୍ତର ଅକ୍ଷାଂଶ ଓ ୭୯.୨୩୬୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାମଥାର ସହରର ମୋଟ ଜନସଂଖ୍ୟା ୨୦୨୨୭ ଅଟେ ।[୨] ସେଥି ମଧ୍ୟରୁ ୫୩.୧୭% ଜଣ ପରୁଷ ହୋଇଥିବା ବେଳେ ୪୬.୮୩% ଜଣ ନାରୀ ଅଟନ୍ତି । ସାମଥାରର ସାକ୍ଷରତା ହାର ୫୫.୩୪% ଅଟେ । ଏହା ଜାତୀୟ ହାରଠାରୁ ୯.୫୦% ପ୍ରତିଶତ କମ ଅଟେ । ସେଥିରୁ ୩୫.୧୫% ପ୍ରତିଶତ ପୁରୁଷ ଓ ୨୦.୨୦% ନାରୀ ଅଟନ୍ତି । ୧୬.୧୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ହିନ୍ଦୀ ସାମଥାରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.