ସାଫିପୁର
ଦେଖଣା
Safipur | |
---|---|
city | |
ଦେଶ India | India |
ରାଜ୍ୟ | Uttar Pradesh |
ଜିଲ୍ଲା | Unnao |
Founded by | Makhdum Shah Safvi |
Elevation | 129 m (423 ft) |
Population (2001) | |
• Total | ୨୨,୪୦୨ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN | 209871 |
ସାଫିପୁର ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ଉତ୍ତର ପ୍ରଦେଶର ଉନ୍ନଓ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସାଫିପୁର ୨୬.୭୩୭୮ ଉତ୍ତର ଅକ୍ଷାଂଶ ଓ ୮୦.୩୪୩୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଫିପୁର ସହରର ମୋଟ ଜନସଂଖ୍ୟା ୨୨୪୦୨ ଅଟେ ।[୨] ସେଥି ମଧ୍ୟରୁ ୫୨.୧୯% ଜଣ ପରୁଷ ହୋଇଥିବା ବେଳେ ୪୭.୮୧% ଜଣ ନାରୀ ଅଟନ୍ତି । ସାଫିପୁରର ସାକ୍ଷରତା ହାର ୪୫.୭୨% ଅଟେ । ଏହା ଜାତୀୟ ହାରଠାରୁ ୧୯.୧୨% ପ୍ରତିଶତ କମ ଅଟେ । ସେଥିରୁ ୨୭.୪୮% ପ୍ରତିଶତ ପୁରୁଷ ଓ ୧୮.୨୪% ନାରୀ ଅଟନ୍ତି । ୧୭.୧୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ସାଫିପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.