ସାଣ୍ଡ୍ରା ଆମି
ଦେଖଣା
ସାଣ୍ଡ୍ରା ଆମି | |
---|---|
ଜନ୍ମ | |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୯୬–୨୦୨୦ |
ସାଣ୍ଡ୍ରା ଆମି ଜଣେ ଭାରତୀୟ ଅଭିନେତ୍ରୀ ଓ ଉପସ୍ଥାପିକା, ଯିଏକି ମୁଖ୍ୟତଃ ଦକ୍ଷିଣ ଭାରତୀୟ କଥାଚିତ୍ର (ତାମିଲ ଓ ମାଲାୟାଲମ୍) ଓ ଦୂରଦର୍ଶନରେ ଅଭିନୟ ତଥା ଉପସ୍ଥାପିକା ଭାବରେ କାର୍ଯ୍ୟ କରନ୍ତି ।
ଅଭିନୟ ଜୀବନ
[ସମ୍ପାଦନା]ଆମି ଏକ ମାଲାୟାଲମ୍ କଥାଚିତ୍ର କସ୍ତୁରୀମନରେ ଜଣେ ପାର୍ଶ୍ୱ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ ।[୧] ଏବଂ ପରେ ସେ ତାମିଲ ଓ ମାଲାୟାଲମ୍ ଭାଷାର କଥାଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ତାମିଲ କଥାଚିତ୍ର ମଧ୍ୟରେ ପୋରାଲୀ, ସିଭାପୁ ଏନାକ୍କୁ ପିଡିକକମ୍,[୨] କାଥାଇ ଥିରାଇକଥାଇ ବାସନାମ୍ ଆଇୟାକ୍କମ୍, ଉରୁମିନ୍ ଏବଂ ସିଙ୍ଘମ୍ ୩ ଆଦି ଅନ୍ୟତମ ।[୩][୪]
ଆଧାର
[ସମ୍ପାଦନା]- ↑ "Sandra Amy is back in Kollywood". The Times of India. Archived from the original on 29 March 2020. Retrieved 7 April 2019.
- ↑ "Honest attempt to document lives of sex workers". Archived from the original on 27 July 2022. Retrieved 27 July 2022.
- ↑ "Tamil actress Sandra Amy goes to Bollywood - the Times of India". The Times of India. Archived from the original on 30 July 2014. Retrieved 1 August 2014.
- ↑ "Sandra Amy Family and biography". PakkaTv. 13 June 2018. Archived from the original on 13 June 2018. Retrieved 13 June 2018.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସାଣ୍ଡ୍ରା ଆମି