ସାଣ୍ଡ୍ରା ଆମି

ଉଇକିପିଡ଼ିଆ‌ରୁ
ସାଣ୍ଡ୍ରା ଆମି
ଜନ୍ମ
ଇଦୁକ୍କି, କେରଳ, ଭାରତ
ବୃତ୍ତିସମୂହ
  • ଅଭିନେତ୍ରୀ
  • ଉପସ୍ଥାପିକା
  • ମଡେଲ୍
  • ନୃତ୍ୟଶିଳ୍ପୀ
ସକ୍ରିୟ ବର୍ଷ୧୯୯୬–୨୦୨୦

ସାଣ୍ଡ୍ରା ଆମି ଜଣେ ଭାରତୀୟ ଅଭିନେତ୍ରୀ ଓ ଉପସ୍ଥାପିକା, ଯିଏକି ମୁଖ୍ୟତଃ ଦକ୍ଷିଣ ଭାରତୀୟ କଥାଚିତ୍ର (ତାମିଲମାଲାୟାଲମ୍) ଓ ଦୂରଦର୍ଶନରେ ଅଭିନୟ ତଥା ଉପସ୍ଥାପିକା ଭାବରେ କାର୍ଯ୍ୟ କରନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

ଆମି ଏକ ମାଲାୟାଲମ୍ କଥାଚିତ୍ର କସ୍ତୁରୀମନରେ ଜଣେ ପାର୍ଶ୍ୱ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ ।[୧] ଏବଂ ପରେ ସେ ତାମିଲ ଓ ମାଲାୟାଲମ୍ ଭାଷାର କଥାଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ତାମିଲ କଥାଚିତ୍ର ମଧ୍ୟରେ ପୋରାଲୀ, ସିଭାପୁ ଏନାକ୍କୁ ପିଡିକକମ୍,[୨] କାଥାଇ ଥିରାଇକଥାଇ ବାସନାମ୍ ଆଇୟାକ୍କମ୍, ଉରୁମିନ୍ ଏବଂ ସିଙ୍ଘମ୍ ୩ ଆଦି ଅନ୍ୟତମ ।[୩][୪]

ଆଧାର[ସମ୍ପାଦନା]

  1. "Sandra Amy is back in Kollywood". The Times of India. Archived from the original on 29 March 2020. Retrieved 7 April 2019.
  2. "Honest attempt to document lives of sex workers". Archived from the original on 27 July 2022. Retrieved 27 July 2022.
  3. "Tamil actress Sandra Amy goes to Bollywood - the Times of India". The Times of India. Archived from the original on 30 July 2014. Retrieved 1 August 2014.
  4. "Sandra Amy Family and biography". PakkaTv. 13 June 2018. Archived from the original on 13 June 2018. Retrieved 13 June 2018.

ବାହାର ଲିଙ୍କ୍[ସମ୍ପାଦନା]