Jump to content

ସାକ୍ରୋସିଡେଜ

ଉଇକିପିଡ଼ିଆ‌ରୁ
ସାକ୍ରୋସିଡେଜ
Clinical data
Trade namesSucraid
AHFS/Drugs.commonograph
Routes of
administration
By mouth
Legal status
Legal status
  (verify)

ସାକ୍ରୋସିଡେଜ (ଇଂରାଜୀ ଭାଷାରେ Sacrosidase), ସୁକ୍ରେଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ସୁକ୍ରେଜ-ଆଇସୋମାଲଟେଜ ଅଭାବ ରୋଗର (CSID) ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [] ପ୍ରଶ୍ନରେ ଥିବା ସ୍ଥିତିକୁ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିପାରେ । ପ୍ରତ୍ୟେକ ଥର ଖାଇବା ସମୟରେ ଏହା ପାଟିରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଅଇ, ତରଳ ଝାଡ଼ା, ଶୋଇବାରେ ଅସୁବିଧା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଏହା ଏନଜାଇମ୍ ସୁକ୍ରେଜ୍ କୁ ବଦଳାଇଥାଏ ଯାହା ସୁକ୍ରୋଜ୍‌କୁ ସରଳ ରୂପରେ ଭାଙ୍ଗିବାରେ ସାହାଯ୍ୟ କରେ ।

୧୯୯୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସାକ୍ରୋସିଡେଜ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୧୮ ମାତ୍ରା ଔଷଧର ମୂଲ୍ୟ ପ୍ରାୟ ୮୭୦୦ ।[] ୟୁରୋପରେ ଏହା ଏକ ଅନାଥ ଔଷଧ ।[]

  1. ୧.୦ ୧.୧ ୧.୨ "Sacrosidase Monograph for Professionals". Drugs.com (in ଇଂରାଜୀ). Archived from the original on 16 July 2017. Retrieved 9 October 2021. ଆଧାର ଭୁଲ: Invalid <ref> tag; name "AHFS2021" defined multiple times with different content
  2. "Sucraid Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 9 October 2021.
  3. "Sacrosidase". SPS - Specialist Pharmacy Service. 31 January 2017. Archived from the original on 9 October 2021. Retrieved 9 October 2021.