ସହଯୋଗ:ଓଡ଼ିଆରେ ଟାଇପ କିପରି କରିବେ/ଲେଖନୀ

ଉଇକିପିଡ଼ିଆ ରୁ
Jump to navigation Jump to search
ULS (Odia).svg

ଓଡ଼ିଆ:  ଲେଖନୀ ଓଡ଼ିଆରେ ଲେଖିବା ପାଇଁ ଏକ ଇନପୁଟ ବ୍ୟବସ୍ଥା ଯାହା ଓଡ଼ିଆ ଉଇକିପିଡ଼ିଆରେ ଉପଲବ୍ଧ ଯାହା ଉଚ୍ଚାରଣକୁ ଭିତ୍ତି କରି ତିଆରି ହୋଇଛି । (ଡାହାଣ ପାଖରେ ଥିବା ଛବିରେ ଏହା କିପରି ସକ୍ରିୟ କରାଯିବ ଦେଖନ୍ତୁ)
English:  Lekhani is a phonetic Odia keyboard layout for Odia Wikipedia and Wikimedia projects.

ସୁବିଧାମାନ[ସମ୍ପାଦନା]

  • ଲେଖନୀରେ ଲେଖିବା ବେଳେ ଉଭୟ ମୌଳିକ ବର୍ଣ୍ଣ (ସ୍ୱର ଓ ବ୍ୟଞ୍ଜନ) ଲେଖାଯାଇପାରେ ।
  • ତେବେ ଯୁକ୍ତାକ୍ଷର ପାଇଁ ସାଧାରଣତଃ ହଳନ୍ତ ବ୍ୟବହାର କରିବାକୁ ପଡ଼େ (ଉଦାହରଣ: କ୍ତ ଲେଖିବା ପାଇଁ (z ଟାଇପ କରି) ଟାଇପ କରିବା ପାଇଁ ପଡ଼େ)
  • ବହୁଳ ଭାବେ ବ୍ୟବହୃତ କେତେକ ଯୁକ୍ତାକ୍ଷର, ଫଳା ଓ ମାତ୍ରା ପାଇଁ ବିନା ହଳନ୍ତରେ ଲେଖିହେବ (ଉଦାହରଣ: ଙ୍କ
  • ଲିନକ୍ସ ଓ ଆପଲ ମ୍ୟାକ ବ୍ୟବହାରକାରୀମାନେ ନିଜ କମ୍ପ୍ୟୁଟରରେ ଓଡ଼ିଆ ପାଇଁ ବ୍ୟବହାର କରୁଥିବା ଫୋନେଟିକ କି-ବୋର୍ଡ଼ ଲେଆଉଟର ପ୍ରାୟ ସମସ୍ତ ଅକ୍ଷର ସଜାଣି ଏଥିରେ ରହିଛି


ଅକ୍ଷରସଜ୍ଜା[ସମ୍ପାଦନା]

Lekhani keyboard layout.svg

ସ୍ୱରବର୍ଣ୍ଣ[ସମ୍ପାଦନା]

a A / aa i I u U
e E o au R
ଅଁଳା ସଂସାର ଦୁଃଖ
aXLa / aMMLa sMsar duHK / duHkh

ବ୍ୟଞ୍ଜନବର୍ଣ୍ଣ[ସମ୍ପାଦନା]

k K/kh g G/gh NG
c C/ch j jh Ng
T Th D Dh N
t th d dh n
p F/ph b bh m
J/y r l w/W S
କ୍ଷ
sh s h L x
ଜ୍ଞ ଡ଼ ଢ଼
Z q Q

ମାତ୍ରା[ସମ୍ପାଦନା]

କା କି କୀ କେ କୈ କୁ କୂ କୋ କୌ
ka ki kI ke kE ku kU ko kou
୍ (ହଳନ୍ତ) କ୍ର କ୍ରା କ୍ରି କ୍ରେ କ୍ରୋ କ୍ରୀ କ୍ରୌ କ୍ରୈ
z kzr kzra kzri kzre kzro kzrI kzrou kzrE
ଦୁଃଖ ସଂସାର ଅଁଳା ଙ୍ଗ ଗଙ୍ଗା
H duHK M sMsar X aXLa ng gnga

ଯୁକ୍ତାକ୍ଷର[ସମ୍ପାଦନା]

କ୍କ ଦ୍ଦ ଦ୍ଧ ଚ୍ଚ ଚ୍ଛ ଜ୍ଜ ଜ୍ଝ ତ୍ତ ତ୍ଥ ଟ୍ଟ ଡ୍ଡ ଲ୍ଲ
kk dd ddh cc cch jj jjh tt tth TT DD ll
କ୍ତ କ୍ର କୃ ଙ୍କ ଙ୍ଖ ଙ୍ଗ ଙ୍ଘ ଞ୍ଚ ଞ୍ଛ ଞ୍ଜ ଞ୍ଝ
kzt kzr kR nk nkh ng ngh nc nch nj njh
ନ୍ତ ନ୍ନ ଣ୍ଣ ପ୍ପ ବ୍ବ ଦ୍ଭ ବ୍ଦ ବ୍ଧ
nzt nzn NzN pp bzb dzbh bzd bzdh

ଉଦାହରଣ[ସମ୍ପାଦନା]

ଯୁକ୍ତାକ୍ଷର ସବୁ ଲେଖିବା ପାଇଁ ଦୁଇଟି ବର୍ଣ୍ଣକୁ ହଳନ୍ତ ଦ୍ୱାରା ଯୋଡ଼ି ଲେଖିବାକୁ ପଡ଼ିବ । "z" ଟାଇପ କଲେ ହଳନ୍ତଟିଏ ଆସିବ ।

  • ସ‌ହର= s _ (underscore, Shift -) hr
  • ସ୍ୱର୍ଣ୍ଣ = swrzNzN
  • ପ୍ରତି = p z rti
  • ପ୍ରୌଢ଼ = p z rouQ
  • କୃତ୍ୟ = kRtY

ଆଲୋଚନା[ସମ୍ପାଦନା]