Jump to content

ସହଯୋଗ ଆଲୋଚନା:ଓଡ଼ିଆରେ ଟାଇପ କିପରି କରିବେ/ଲେଖନୀ

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
CombinationCurrent outputCorrect outputComments
qi, Qiଡ଼ଇ, ଢ଼ଇଡ଼ି, ଢ଼ିSame for qa, qo, qou, qau, qe, qR
mnମ୍ଣମନSame for CONSONANT+r/l/L/v/w
sth, stha, sthi, sthI, stho, sthou/sthau, sthe, sthaiଷ୍ଠ, ଷ୍ଠା, ଷ୍ଠି, ଷ୍ଠୀ, ଷ୍ଠୋ, ଷ୍ଠୌ, ଷ୍ଠେ, ଷ୍ଠୈ
kt, kthaକ୍ତ, କ୍ଥାକତ, କଥା
ଉଦାହରଣଉଦାହରଣଉଦାହରଣ
ଉଦାହରଣଉଦାହରଣଉଦାହରଣ
ଉଦାହରଣଉଦାହରଣଉଦାହରଣ
ଉଦାହରଣଉଦାହରଣଉଦାହରଣ
ଉଦାହରଣଉଦାହରଣଉଦାହରଣ
ଉଦାହରଣଉଦାହରଣଉଦାହରଣ

Other discussions

[ସମ୍ପାଦନା]
  1. X - ଷ ହେଉନାହିଁ
  2. ମାତ୍ରାର ଦ୍ଵିତୀୟ ଧାଡି କାମ କରୁନାହିଁ
  3. Conjunct - good

ସୁବାସ ଚନ୍ଦ୍ର ରାଉତ

@Psubhashish: X - ଷ, nn - ନ୍ନ; କାମ କରୁନାହିଁ । -- ଅଂଶୁମାନ ତାର ଯୋଡ଼ିବେ? ୧୯:୧୧, ୧୨ ଫେବୃଆରୀ ୨୦୧୮ (IST)Reply
@Ansumang: ସେଇଟା ପରା ବଦଳେଇଦିଆଗଲାଣି କେବେଠୁ । ଅକ୍ଷରସଜ୍ଜାରେ ଏବେର ସଜାଣି ଅଛି । --ସୁଭାସିସ ପାଣିଘରି (ଆଳାପ) ୨୦:୦୪, ୧୨ ଫେବୃଆରୀ ୨୦୧୮ (IST)Reply
@Psubhashish: X - ଷ କାମ କରୁନି ଆଉ ନ୍ତୁ ବା ନ୍ତ କେମିତି ଲେଖାଯିବ ? -- ଅଂଶୁମାନ ତାର ଯୋଡ଼ିବେ? ୧୨:୦୦, ୧୪ ଫେବୃଆରୀ ୨୦୧୮ (IST)Reply
@Ansumang: ତଳ ଲେଆଉଟଟା ହଉଚି ଏବେର । ଏଥିରେ s+h = ଷ । ତେଣୁ "ଷ" କାମକରୁଛି । ସବୁ ଯୁକ୍ତାକ୍ଷର ହଳନ୍ତ ଦେଇ ଲେଖିହେବ ଯଥା "ନ+୍+ତ+ୁ=ନ୍ତୁ" । କେବଳ "ଙ୍କ (n+k), ଙ୍ଖ (n+k+h), ଙ୍ଗ (n+g), ଙ୍ଘ (n+g+h) ଆଉ ମ୍ପ (m+p), ମ୍ଫ (m+p+h), ମ୍ବ (mb), ମ୍ଭ (m+b+h)" ଆଦି ଯୁକ୍ତାକ୍ଷରର ବ୍ୟବହାର ଅଧିକ ହେଉଥିବାରୁ ସେଗୁଡ଼ିକ ବିନା ହଳନ୍ତରେ ମଧ୍ୟ ଲେଖିହେବ । z ହେଉଛି ହଳନ୍ତ । --ସୁଭାସିସ ପାଣିଘରି (ଆଳାପ) ୧୩:୩୮, ୨୦ ଫେବୃଆରୀ ୨୦୧୮ (IST)Reply
@Psubhashish: ଠିକ ଅଛି, ଧନ୍ୟବାଦ । Microsoft ILIT ରୁ ଲେଖନୀକୁ ଆସିଲି ତ, ଆଛା କେତେ ଜଣ "ଲେଖନୀ" ବ୍ୟବାହାର କରୁଛନ୍ତି, ଖାସ କରି ଉଇକିପିଡିଆରେ ?? ୧୭:୪୭, ୨୦ ଫେବୃଆରୀ ୨୦୧୮ (IST)
@Ansumang: 🙏 ବ୍ୟବହାରକାରୀଙ୍କ ସଂଖ୍ୟା ଜାଣିବାକୁ ମୋର ବି ଭାରି ଇଚ୍ଛା ହେଲେ ଏଯାଏ ଆମେ ସର୍ଭେ ବା ସେମିତି କିଛି କରିପାରିନେ । କେବେ ଗୋଟେ କଲେ ଭଲହୁଅନ୍ତା । @Saileshpat:, ତମେ ଯେଉଁ ସର୍ଭେ କରିବା ଯୋଜନା କରୁଛ ସେଥିରେ କିଏ କେଉଁ ଇନପୁଟ ଟୁଲ ବ୍ୟବହାର କରନ୍ତି ସେ ବାବଦରେ ଗୋଟେ ପ୍ରଶ୍ନ ପଚାରିପାରିବ? ଏଇ ଜିନିଷଟି ଜାଣିପାରିଲେ ଭଲହୁଅନ୍ତା । ସେଇ ଅନୁସାରେ ସବୁଠୁ ଅଧିକ ବ୍ୟବହୃତ ଇନପୁଟ ଟୁଲକୁ ଆମେ ଅଧିକ ପ୍ରଚାର କରନ୍ତେ । ବାକିସବୁ ରହନ୍ତେ ହେଲେ ଆମେ ଆମର ସମୟ ସେଥିରେ ବେଶୀ ସାରନ୍ତେନି । --ସୁଭାସିସ ପାଣିଘରି (ଆଳାପ) ୧୦:୨୨, ୨୧ ଫେବୃଆରୀ ୨୦୧୮ (IST)Reply