ସଲୀଳ ଚୌଧୁରୀ
ଦେଖଣା
ସଲୀଳ ଚୌଧୁରୀ | |
|---|---|
| Background information | |
| ଜନ୍ମ | ୧୯ ନଭେମ୍ବର ୧୯୨୫ ଗାଜିପୁର, ଦକ୍ଷିଣ ୨୪ ପ୍ରଗଣା, ବେଙ୍ଗଲ ପ୍ରେସିଡେନ୍ସି, ବ୍ରିଟିଶ ଭାରତ (ବର୍ତ୍ତମାନ ପଶ୍ଚିମ ବଙ୍ଗ, ଭାରତ) |
| ମୃତ୍ୟୁ | ୫ ସେପ୍ଟେମ୍ବର ୧୯୯୫ (ବୟସ ୬୯) କଲିକତା, ପଶ୍ଚିମ ବଙ୍ଗ, ଭାରତ |
| ଶୈଳୀ | ବଙ୍ଗଳା, ଲୋକସଙ୍ଗୀତ, ଚଳଚ୍ଚିତ୍ର ସଙ୍ଗୀତ |
| ପେଷା | ଗାୟକ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, କବି, ଗାଳ୍ପିକ |
ସଲୀଳ ଚୌଧୁରୀ ( ୧୯ ନଭେମ୍ବର ୧୯୨୫ - ୫ ସେପ୍ଟେମ୍ବର ୧୯୯୫) ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, କବି ଓ ଗାଳ୍ପିକ ଥିଲେ । ସେ ୧୩ଟି ଭାଷାର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସେଥିରୁ ୪୧ଟି ବଙ୍ଗଳା , ୭୫ଟି ହିନ୍ଦୀ ଓ ୨୭ଟି ମାଲୟାଲାମ ଭାଷାର ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ । ବତାସୀ ଝଡ଼ ନାମକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧]
ଆଧାର
[ସମ୍ପାଦନା]- ↑ Chennai, Shaji (20 November 2005). "Flawless harmony in his music". The Hindu. Archived from the original on 16 September 2006. Retrieved 6 September 2009.