ସଲୀଳ ଚୌଧୁରୀ

ଉଇକିପିଡ଼ିଆ‌ରୁ
ସଲୀଳ ଚୌଧୁରୀ
ସଲୀଳ ଚୌଧୁରୀଙ୍କ ଛବି
Background information
ଜନ୍ମ(1925-11-19)୧୯ ନଭେମ୍ବର ୧୯୨୫
ଗାଜିପୁର, ଦକ୍ଷିଣ ୨୪ ପ୍ରଗଣା, ବେଙ୍ଗଲ ପ୍ରେସିଡେନ୍ସି, ବ୍ରିଟିଶ ଭାରତ (ବର୍ତ୍ତମାନ ପଶ୍ଚିମ ବଙ୍ଗ, ଭାରତ)
ମୃତ୍ୟୁ୫ ସେପ୍ଟେମ୍ବର ୧୯୯୫(1995-09-05) (ବୟସ ୬୯)
କଲିକତା, ପଶ୍ଚିମ ବଙ୍ଗ, ଭାରତ
ଶୈଳୀବଙ୍ଗଳା, ଲୋକସଙ୍ଗୀତ, ଚଳଚ୍ଚିତ୍ର ସଙ୍ଗୀତ
ପେଷାଗାୟକ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, କବି, ଗାଳ୍ପିକ

ସଲୀଳ ଚୌଧୁରୀ ( ୧୯ ନଭେମ୍ବର ୧୯୨୫ - ୫ ସେପ୍ଟେମ୍ବର ୧୯୯୫) ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, କବି ଓ ଗାଳ୍ପିକ ଥିଲେ । ସେ ୧୩ଟି ଭାଷାର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସେଥିରୁ ୪୧ଟି ବଙ୍ଗଳା , ୭୫ଟି ହିନ୍ଦୀ ଓ ୨୭ଟି ମାଲୟାଲାମ ଭାଷାର ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ । ବତାସୀ ଝଡ଼ ନାମକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧]

ଆଧାର[ସମ୍ପାଦନା]

  1. Chennai, Shaji (20 November 2005). "Flawless harmony in his music". The Hindu. Archived from the original on 16 September 2006. Retrieved 6 September 2009.