ସରାହନ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସରାହନ ( ସରାହନ ବୁଶହର )
सराहन
temple and town
Bhimakali Temple, Sarahan
Bhimakali Temple, Sarahan
Country India
StateHimachal Pradesh
DistrictShimla
Elevation
2,313 m (7,589 ft)
Population
 • Total୧,୫୦୦ approx
Languages
 • OfficialHindi
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣHP06


ସରାହନ iଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଏକ ସୁନ୍ଦର ଦର୍ଶନୀୟ ସ୍ଥାନ । ଏଠାରେ ପ୍ରସିଦ୍ଧ ଭୀମକାଳୀ ମନ୍ଦିର ଅବସ୍ଥିତ । ଭୀମକାଳୀ ତତ୍ କାଳୀନ ବୁଶହର ରାଜ୍ୟର ଆରାଧ୍ୟା ଦେବୀ ଥିଲେ । ଏହି ମନ୍ଦିର ସିମଳାଠାରୁ 170 କିଲୋମିଟର ଦୂରରେ ଅବସ୍ଥିତ ଏବଂ ଏହା ଭାରତରେ ଥିବା 51ଟି ଶକ୍ତି ପୀଠ ମଧ୍ୟରୁ ଅନନ୍ୟତମ । ଏହି ଅଞ୍ଚଳ ପ୍ରାଚୀନ ଇଣ୍ଡୋ-ତିବ୍ୱତ ରୋଡ[୧]ଠାରେ ରହିଛି । ସରାହନର ନାମ ପୂରଣରେ ମଧ୍ୟ ଉଲ୍ଲିଖିତ ରହିଛି । [୨] 

ଉପଲବ୍ଧ ସୁବିଧା ସବୁ 

ଏଠାରେ HPTDCର ହୋଟେଲ ସମେତ ପର୍ଯ୍ୟାପ୍ତ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ରହଣି ସ୍ଥଳ ରହିଛି । ପର୍ଯ୍ୟଟନ ଋତୁରେ ଏଠାରେ ଗହଳି ରହେ । ଏଠାରେ ବାଙ୍କ , ପୋସ୍ତ ଅଫିସ ଆଦିର ସୁବିଧା ମିଳେ । 

ସରହଣ ପବ୍ଲିକ ସ୍କୁଲ l.

ଦର୍ଶନୀୟ ସ୍ଥାନ 

The Bhimakali Temple:

ଭୀମକାଳୀ ଏଠାରେ ସର୍ବ ପ୍ରାଚୀନ ତଥା ପ୍ରସିଦ୍ଧ ଶକ୍ତି ପୀଠ । ଏହାର ନିର୍ମାଣ ଶୈଳୀରେ ପ୍ରଥମରୁ ତୃତୀୟ ଶତାବ୍ଦୀରେ ପ୍ରଚଳିତ କୁଶାଣ ସ୍ଥାପତ୍ୟ କଳା ଦେଖାଯାଇଥାଏ । [୩]

ଏହା ନିକଟରେ ଆହୁରି ଦୁଇଟି ମନ୍ଦିର ରହିଛି । ସେଥିରେ ଇଣ୍ଡୋ-ତିବେତାନ ଶୈଳୀର ନିର୍ମାଣ ଦେଖାଯାଇଥାଏ । ଏହି ମନ୍ଦିରରେ କାଷ୍ଠ ଖୋଦେଇ କମ ମଧ୍ୟ ରହିଛି । ଏହି ମନ୍ଦିର ନିକଟରେ ରାଜା ଓ ରାଣୀଙ୍କ ମହଲ ପରେ ନିର୍ମିତ ହେଇ ରହିଛି । ଏହି ମହଲର ଚତୁର୍ଦିଗରେ ଉଦ୍ୟାନ ରହିଛି । ବର୍ତ୍ତମାନର ରାଜବଂଶ ଉତ୍ତରାଧିକାରୀମାନେ ସେଠାରେ ରାହୁନଥିଲେ ମଧ୍ୟ ଦଶହରା ସମୟରେ ସାମୟିକ ଭାବେ ଆସି ରହନ୍ତି । 

ଏଠାରେ ଏକ ପକ୍ଷୀ ଆବାସ ମଧ୍ୟ ରହିଛି । ସେଠାରେ ଅନେକ ବିରଳ ଜାତୀୟ ପକ୍ଷୀ ରଖାଯାଇଛି । Pheasantry : Jujurana is one of the protected species of birds in the region which is also present state bird of Himachal Pradesh. Pheasantry at Sarahan (500m from temple) caters to breeding of some local species of birds and they can be seen inside cages. Pheasantry remain closed during summer,it being the breeding season. Pheasantry is also a good place for a short uphill trek which may take 1–2 hours and gives good view of two of the prominent peaks the Gushu-Pushu and the Shrikhand Mahadev.

HPTDC ହୋଟେଲ 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ସରାହନର ଅବସ୍ଥିତି t 31°31′N 77°48′E / 31.52°N 77.80°E / 31.52; 77.80.[୪] ଏହାର ହାରାହାରି ପତ୍ତନ 7,589 ଫୁଟ । 

       :

ଏହା ଏକ ଶୀତଳ ଅଞ୍ଚଳ । ଶୀତ କାଳ ଏଠାରେ ତାପମାତ୍ରା 7 ଡିଗ୍ରୀରୁ ବିଯୁକ୍ତ 7 ଡିଗ୍ରୀ ଯାଏ ରହେ । ଶୀତ କାଳରେ ପ୍ରବଳ ବରଫପାତ  ହୁଏ । ଗ୍ରୀଷ୍ମ ସମୟରେ ତାପମାତ୍ରା 10ରୁ 30 ଡିଗ୍ରୀ ମଧ୍ୟରେ ରହେ । ଏଠାରେ ପରଚୁର ପରିମାଣରେ ଆପଲ ସହ ଅନନ୍ୟ ଫଳ ଚାଷ ହେଇଥାଏ । 


ଯାତାୟତ [ସମ୍ପାଦନା]

 ସାହାରଣ ଦିଲ୍ଲୀରୁ 564 କିଲୋମିଟର ଓ ସିମଳାରୁ 170 କିଲୋମିଟର । କାଳକା ପର୍ଯ୍ୟନ୍ତ ଟ୍ରେନରେ ଓ ଚଣ୍ଡିଗଡ ପର୍ଯ୍ୟନ୍ତ ବିମାନରେ ଯାଇ ସେଠାରୁ ରାସ୍ତା ପଥରେ ଯାଇ ହୁଏ । 

ଏହି ସହରର ଜଣାଶୁଣା ବ୍ୟକ୍ତି [ସମ୍ପାଦନା]

  • ବୀରଭଦ୍ର ସିଂହ , ପୋଖତ ରାଜନୀତିଙ୍ଗ୍ୟ
  • ନିହାରିକା ଆଚାର୍ଯ୍ୟ , ଟିଭି ଭାଷ୍ୟକାର 

ଗ୍ୟାଲେରି[ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Bhimakali temple

ଆଧାର [ସମ୍ପାଦନା]

  1. "Sarahan Tourism info page from official website of Himachal Pradesh State Government of India". Archived from the original on 2017-01-02. Retrieved 2016-11-29.
  2. Prem N. Nag, Dainik Jagran, 26 August 2007
  3. Buddhist Monasteries in Himachal Pradesh.
  4. Falling Rain Genomics, Inc - Sarahan