ସପୁତରା

ଉଇକିପିଡ଼ିଆ‌ରୁ

ଛାଞ୍ଚ:Travel guide

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Saputara
સાપુતારા
abode of serp
Hill station
View of Saputara from the table top
View of Saputara from the table top
StateGujarat
DistrictDang District
Elevation
1,000 m (3,000 ft)
Population
 (2001)
 • Total୬,୩୦୧
 • Density3,151/km2 (8,160/sq mi)
Languages
 • OfficialGujarati
Time zoneUTC+5:30 (IST)
PIN
394720
Telephone code+02631
ଯାନବାହାନ ପଞ୍ଚୀକରଣGJ
Websitehttp://www.saputara.net/

ସପୁତରା ଭାରତୀୟ ରାଜ୍ୟ ଗୁଜରାଟର ଡଙ୍ଗା ଜିଲ୍ଲାରେ ଏକ ଶୈଳ ନିବାସ ତଥା ମୁନସିପାଳ ସହର ।  ଏକ 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ପଶ୍ଚିମ ଘାଟ ପର୍ବତମାଳର ଡାଙ୍ଗ ଜଙ୍ଗଲ ଅଞ୍ଚଳରେ ଏହି ଶୈଳ ନିବାସ ରହିଛି ।  ଏହି ରେଞ୍ଜର ପତ୍ତନ ପ୍ରାୟ 900 ମିଟର । 

ବ୍ୟୁପତ୍ତି  ସପୁତରାର ଅର୍ଥ " ସର୍ପମାନଙ୍କ  ଆବାସ " । ଏଠାରେ ନିକଟରେ ବହି ଯାଉଥିବା ସର୍ପଗଙ୍ଗା ନଦୀର ତଟରେ ସର୍ପ ମୂର୍ତିକୁ ଆଦିବାସୀ ମାନଙ୍କଦ୍ୱାରା ହୋଲି ସମୟରେ ପୂଜା କରାଯାଇଥାଏ । 

ସପୁତରା ସୁରାଟରୁ ୧୭୨ କିଲୋମିଟର ଦୂରରେ ଓ ମୁମ୍ବାଇଠାରୁ ୨୫୦ କିଲୋମିଟର ଦୂରରେ ଅବସ୍ଥିତ । ମହାରାଷ୍ଟ୍ର ରାଜ୍ୟ ସୀମାରେଖା ଏଠାରୁ ପ୍ରାୟ ୪ କିଲୋମିଟର ଦୂର ଦେଇ ଯାଇଛି ।  ସପୁତରାକୁ ଏକ ଉନ୍ନତ ଶୈଳ ନିବାସ କରିବା ପାଇଁ ସମସ୍ତ ପ୍ରକାର ସୁବିଢା ଦିଅ ଯାଇଛି । ଏଠାରେ ପରବତୟା ଆବାସ , ସ୍ୱୀମିଂ  ପୁଲ , ବୋଟ କ୍ଲବ , ଥିଏଟର , ରୋପ-ୱେର ବ୍ୟବସ୍ଥା କରାଯାଇଛି । ଏଠାରେ ଏକ ମିଉଜିଅମ ମଧ୍ୟ ରହିଛି । ସପୁତରାଠାରୁ ୬୦ କିଲୋମିଟର ଦୂରରେ ବରଦୀପଡା ଅଭୟାରଣ୍ୟ ଓ ୫୨ କିଲୋମିଟର ଦୂରରେ ଗିରା ଜଳପ୍ରପାତ ଦର୍ଶନୀୟ ସ୍ଥାନ ହିସାବରେ ରହିଛି । 

ଦର୍ଶନୀୟ ସ୍ଥାନ ସବୁ [ସମ୍ପାଦନା]

ସନସେଟ ପୋଏଣ୍ଟର ଦୃଶ୍ୟ 
  • କଳାକାର ଗ୍ରାମ - ଏଠାରେ  ପଲ୍ଲି ନିର୍ମିତ କୁଟୀର ଶିଳ୍ପ ଜିନିଷ ସବୁ ମିଳିଥାଏ। ଏଠାରେ ମଧ୍ୟ ପରଜ୍ଯତତ ମାନଙ୍କ ପାଇଁ ରହଣିର ବ୍ୟବସ୍ଥା ରହିଛି । [୧]
  • ବଂଶଡା ଜାତୀୟ ପାର୍କ - DFOଙ୍କଠାରୁ ଅନୁମତି ନେଇ ଏଠାକୁ ଭ୍ରମଣ ପାଇଁ ଯାଇ ହୁଏ । 
  • ପୂର୍ଣା ଅଭୟାରଣ୍ୟ - ଏହା ମହଲଠାରେ ଅବସ୍ଥିତ 
  • ସାତପୁର ହ୍ରଦରେ ବୋଟିଙ୍ଗ 
  • ସାନ ରାଇଜ ପୋଇଣ୍ଟ 
  • ରୋପ ୱେ
  • ଗିରା ପ୍ରପାତ[୨] 
  • ଗୀରାମଲ ପ୍ରପାତ
  • ସାବରି ଧାମ 
ଗିରା ପ୍ରପାତ 
  • [୨]Gira Falls: Is an excursion option 52 km from Saputara. Best during the months of June to November.[୨]
  • Giramal Fall: Water fall in Purna wild-life century near Girmal village on Gira river.
  • Shabri Dham: Shabri mata temple located near Subir village on Ahwa-Navapur road.
  • Gardens
    • Rose Garden, a garden with many varieties of roses.
    • Step Garden, a garden set up in steps. On the steps are laid plants and flower pots
    • Lake Garden, on the banks of Saputara Lake

ଯାତାୟତ ସୁବିଧା [ସମ୍ପାଦନା]

 ଏଠାରୁ ୪୬ କିଲୋମିଟରରେ ହିନ୍ଦୁ ଧର୍ମ ସ୍ଥଳୀ ସପ୍ତଶ୍ରୁଙ୍ଗୀକୁ ଯାଇ ହୁଏ । ଏଠାକୁ ଆସିବାକୁ ସୁରାଟ ବିମାନ  ବନ୍ଦର ନିକଟତମ । ଏହା ୧୭୨ କିୟମିଟର ଦୂରରେ ଅଛି । ନିକଟସ୍ଥ ରେଳ ଷ୍ଟେସନ ବିଳିମୋରଠାରେ ରହିଛି ।[୩]  

ଗ୍ୟାଲେରି [ସମ୍ପାଦନା]

ଆଧାର ସବୁ [ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2011-10-09. Retrieved 2016-10-29. {{cite web}}: Cite has empty unknown parameter: |1= (help)
  2. ୨.୦ ୨.୧ ୨.୨ "ଆର୍କାଇଭ୍ କପି". Archived from the original on 2014-04-09. Retrieved 2016-10-29. {{cite web}}: Cite has empty unknown parameter: |1= (help)
  3. http://www.saputarahillstation.com/how_reach_saputara.html How to Reach Saputara?