ସଞ୍ଜୟ କୁମାର ବାଗ
ଦେଖଣା
ସଞ୍ଜୟ କୁମାର ବାଗ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୯୭୬ |
| ବୃତ୍ତି | ଅଧ୍ୟାପକ,କଥାକାର ଏବଂ ଗବେଷକ |
| ଭାଷା | ଓଡ଼ିଆ, ଇଂରାଜୀ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ବର୍ଣ୍ଣବୋଧ ଓ ମଧୁବାବୁଙ୍କ କଥା |
ସଞ୍ଜୟ କୁମାର ବାଗ (ଜନ୍ମ: ୧୯୭୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗବେଷକ, ସମାଲୋଚକ ତଥା ଗାଳ୍ପିକ । ସେ ଲୋକ ସଂସ୍କୃତି ସମ୍ପର୍କରେ ବ୍ୟାପକ ଗବେଷଣା କରିଛନ୍ତି ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସଞ୍ଜୟ କୁମାର ୧୯୭୬ରେ ଜନ୍ମଗ୍ରହଣ କରିଥିଲେ । ସେ [ଦିଲ୍ଲୀ ବିଶ୍ୱବିଦ୍ୟାଳୟ]]ରୁ ଲୋକ ସଂସ୍କୃତିରେ ପିଏଚ୍ ଡି ଡିଗ୍ରୀ ଲାଭ କରିଥିଲେ । ଗଳ୍ପ, ପ୍ରବନ୍ଧ ଓ ଗବେଷଣାତ୍ମକ ଆଲୋଚନାରେ ଆଗ୍ରହ ରଖୁଥିବା ସଞ୍ଜୟ ପେସାରେ ଜଣେ ଶିକ୍ଷାଜୀବୀ ।[୨]
ରଚନାବଳୀ
[ସମ୍ପାଦନା]- ବର୍ଣ୍ଣବୋଧ ଓ ମଧୁବାବୁଙ୍କ କଥା (ଗଳ୍ପ)
- ବୀରନାଙ୍ ଦେବୀ
- ଓଡ଼ିଆ-ବଙ୍ଗଳା ସାଧାରଣ ଶବ୍ଦାବଳୀ
- ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରମୁଖ ଅବଧାରଣା
- ପଶ୍ଚିମ ଓଡ଼ିଶାର ପାରମ୍ପରିକ କ୍ରୀଡା: ଏକ ଲୋକତାତ୍ତ୍ୱିକ ଅଧ୍ୟୟନ[୩][୪]
- ଲୋକଧାରା
ଆଧାର
[ସମ୍ପାଦନା]- ↑ https://independent.academia.edu/SanjayaKumarBag
- ↑ https://archive.org/details/black-ink/page/n1/mode/2up
- ↑ "ଆର୍କାଇଭ୍ କପି". Archived from the original on 2025-01-24. Retrieved 2024-12-18.
{{cite web}}: Cite has empty unknown parameter:|1=(help) - ↑ https://bharatavani.in/home/book?post_category=book&id=Paschima%20Odishara%20Paramparik%20Krida%20:%20Ek%20Loakatatwika%20Adhyayana