Jump to content

ସଞ୍ଜୟ କୁମାର ବାଗ

ଉଇକିପିଡ଼ିଆ‌ରୁ
ସଞ୍ଜୟ କୁମାର ବାଗ
ଜନ୍ମ ଓ ଜନ୍ମସ୍ଥାନ୧୯୭୬
ବୃତ୍ତିଅଧ୍ୟାପକ,କଥାକାର ଏବଂ ଗବେଷକ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିବର୍ଣ୍ଣବୋଧ ଓ ମଧୁବାବୁଙ୍କ କଥା

ସଞ୍ଜୟ କୁମାର ବାଗ (ଜନ୍ମ: ୧୯୭୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗବେଷକ, ସମାଲୋଚକ ତଥା ଗାଳ୍ପିକ । ସେ ଲୋକ ସଂସ୍କୃତି ସମ୍ପର୍କରେ ବ୍ୟାପକ ଗବେଷଣା କରିଛନ୍ତି ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସଞ୍ଜୟ କୁମାର ୧୯୭୬ରେ ଜନ୍ମଗ୍ରହଣ କରିଥିଲେ । ସେ [ଦିଲ୍ଲୀ ବିଶ୍ୱବିଦ୍ୟାଳୟ]]ରୁ ଲୋକ ସଂସ୍କୃତିରେ ପିଏଚ୍ ଡି ଡିଗ୍ରୀ ଲାଭ କରିଥିଲେ । ଗଳ୍ପ, ପ୍ରବନ୍ଧ ଓ ଗବେଷଣାତ୍ମକ ଆଲୋଚନାରେ ଆଗ୍ରହ ରଖୁଥିବା ସଞ୍ଜୟ ପେସାରେ ଜଣେ ଶିକ୍ଷାଜୀବୀ ।[]

ରଚନାବଳୀ

[ସମ୍ପାଦନା]
  • ବର୍ଣ୍ଣବୋଧ ଓ ମଧୁବାବୁଙ୍କ କଥା (ଗଳ୍ପ)
  • ବୀରନାଙ୍ ଦେବୀ
  • ଓଡ଼ିଆ-ବଙ୍ଗଳା ସାଧାରଣ ଶବ୍ଦାବଳୀ
  • ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରମୁଖ ଅବଧାରଣା
  • ପଶ୍ଚିମ ଓଡ଼ିଶାର ପାରମ୍ପରିକ କ୍ରୀଡା: ଏକ ଲୋକତାତ୍ତ୍ୱିକ ଅଧ୍ୟୟନ[][]
  • ଲୋକଧାରା


  1. https://independent.academia.edu/SanjayaKumarBag
  2. https://archive.org/details/black-ink/page/n1/mode/2up
  3. http://library.suniv.ac.in/cgi-bin/koha/opac-detail.pl?biblionumber=10915
  4. https://bharatavani.in/home/book?post_category=book&id=Paschima%20Odishara%20Paramparik%20Krida%20:%20Ek%20Loakatatwika%20Adhyayana