ସଞ୍ଜୁ ସାମସନ
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | Sanju Viswanath Samson | |||||||||||||||||||||||||||||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||||||||||||||||||||||||||||
| ଭୂମିକା | Wicket-keeper | |||||||||||||||||||||||||||||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟି୨୦ (cap 55) | 19 July 2015 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
| ଟି୨୦ ଜାମା ନମ୍ବର | 7 | |||||||||||||||||||||||||||||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| Years | Team | |||||||||||||||||||||||||||||||||||||||||||||||||||||||||||||||||
| 2011-present | Kerala | |||||||||||||||||||||||||||||||||||||||||||||||||||||||||||||||||
| 2012 | Kolkata Knight Riders | |||||||||||||||||||||||||||||||||||||||||||||||||||||||||||||||||
| 2013-2015 | Rajasthan Royals | |||||||||||||||||||||||||||||||||||||||||||||||||||||||||||||||||
| 2016-present | Delhi Daredevils | |||||||||||||||||||||||||||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: [୧], 26 February 2015 | ||||||||||||||||||||||||||||||||||||||||||||||||||||||||||||||||||
ସଞ୍ଜୁ ବିଶ୍ୱନାଥ ସାମସନ (ଜନ୍ମ : ୧୧ ନଭେମ୍ବର ୧୯୯୪), ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ କେରଳ ରାଜ୍ୟ ପାଇଁ ରଣଜୀ ଟ୍ରଫି ଖେଳନ୍ତି ଓ ଏହାର ସର୍ବକନିଷ୍ଠ ଅଧିନାୟକ ହେବାର ଗୌରବର ଅଧିକାରୀ । ସେ ଜଣେ ୱିକେଟ କିପର ବ୍ୟାଟସ ମେନ ଭାବରେ ଖେଳନ୍ତି । ସେ ଆଇପିଏଲରେ ଦିଲ୍ଲୀ ଦଳ ପାଇଁ ଖେଳିବା ସହ ଭାରତୀୟ ଜାତୀୟ ଦଳ ପାଇଁ ଟି୨୦ ଅନ୍ତର୍ଜାତିୟ ମ୍ୟାଚ ଖେଳିଛନ୍ତି । ସେ ଆଇପିଏଲରେ ସର୍ବକନିଷ୍ଠ ଖେଳାଳି ଭାବରେ ୧୦୦୦ ରନ କରିବା ସହ ରଣଜୀ ଟ୍ରଫିରେ ୨ ଥର ଦ୍ୱିଶତକ ହାସଲ କରିଛନ୍ତି ।[୧] ସେ କେରଳର ତ୍ରିଭାନ୍ଦ୍ରମଠାରେ ଜନ୍ମଗ୍ରହଣ କରି କେରଳରାଜ୍ୟ ପାଇଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ମାତ୍ର ୧୮ ବର୍ଷ ବୟସରେ ସେ ଆଇପିଏଲ ଖେଳି ସେ ସର୍ବକନିଷ୍ଠ ଖେଳାଳି ଭାବରେ ଆଇପିଏଲ ଓ ଚମ୍ପିୟାନସିପ୍ ଟ୍ରଫିରେ ଅର୍ଦ୍ଧଶତକ ହାସଲ କରିଥିଲେ । [୨][୩]୨୦୧୩ ମସିହାରେ ସେ ଶ୍ରେଷ୍ଠ ତରୁଣ ଖେଳାଳି ଭାବେ ଆଇପିଏଲରେ ପୁରସ୍କୃତ ହେଇଥିଲେ । ସେ ୧୯ ବର୍ଷରୁ କମ ଭାରତୀୟ ଦଳର ଉପଅଧିନାୟକ ଭାବରେ ଅଷ୍ଟ୍ରେଲିଆଠାରେ ଖେଳିଥିଲେ । [୪][୫] ୨୦୧୪ ମସିହାରେ ସେ ଭାରତୀୟ ଦଳ ସହ ଇଂଲଣ୍ଡ ଗସ୍ତରେ ଯାଇଥିଲେ । [୬]
ପ୍ରାରମ୍ଭିକ ଜୀବନୀ
[ସମ୍ପାଦନା]କେରଳର ତ୍ରିଭାନ୍ଦ୍ରମଠାରେ ଲୀଳୋ ଓ ବିଶ୍ୱନାଥ ସମସନଙ୍କ ପୁତ୍ର ହିସାବରେ ଜନ୍ମିତ ସଞ୍ଜୁଙ୍କ ପିତା ଦିଲ୍ଲୀରେ କର୍ମ କରୁଥିବାରୁ ବାଲ୍ୟାବସ୍ଥା ଦିଲ୍ଲୀରେ କଟାଇଥିଲେ । ପିତାଙ୍କଠାରୁ ପ୍ରେରଣା ପାଇ ସେ ବାଲ୍ୟ ଅବସ୍ଥାରୁ କ୍ରିକେଟ ପ୍ରତି ଆଗ୍ରହୀ ଥିଲେ । ପରେ ସେ ଥିରୁଅନନ୍ତପୁରମ[୭] ଆସି ସେଠାରେ ତାଙ୍କ ପାଠ ପଢ଼ା ସହ କ୍ରିକେଟ ଖେଳ ଜାରି ରଖିଥିଲେ ।
ଆନ୍ତର୍ଜାତିୟ ପ୍ରଦର୍ଶନ
[ସମ୍ପାଦନା]୨୦୧୪ ଅଗଷ୍ଟରେ ସେ ଜାତୀୟ ଦଳ ପାଇଁ ବଛା ହେଇ ଇଂଲଣ୍ଡ ଗସ୍ତରେ ଯାଇଥିଲେ । ମାତ୍ର ଧୋନୀଙ୍କ ଉପସ୍ଥିତି ଯୋଗୁ କୌଣସି ମ୍ୟାଚ ଖେଳିବାର ସୁଯୋଗ ପାଇ ନଥିଲେ । ପରେ ସେ ଜିମ୍ବାୱେ ଦଳ ବିପକ୍ଷରେ ତାଙ୍କର ଅନ୍ତର୍ଜାତିୟ ମ୍ୟାଚ ଖେଳି ଥିଲେ । .[୮]
ଆଧାର
[ସମ୍ପାଦନା]- ↑ "Yuvraj Singh excluded from India's for ODIs against England, Sanju Samson, Karn Sharma selected". Daily News and Analysis. 5 August 2014. Retrieved 5 August 2014.
- ↑ "IPL Stats: Sanju Samson youngest player to score an IPL fifty". sports.ndtv.com. Archived from the original on 2016-03-04. Retrieved 2016-12-03.
- ↑ "Royals keep home streak going with comfortable win". espncricinfo.com.
- ↑ "Zol to captain India U-19s in Australia tri-series". espncricinfo.com. 15 Jun 2013. Retrieved 17 June 2013.
- ↑ "Vijay Zol to lead India juniors in Australia". sports.ndtv.com. Archived from the original on 2016-03-03. Retrieved 2016-12-03.
- ↑ "Yuvraj Singh excluded from India's for ODIs against England, Sanju Samson, Karn Sharma selected". Daily News and Analysis. 5 August 2014. Retrieved 5 August 2014.
- ↑ http://ukmalayalee.com/cricket-news/news.php?id=MTM5Nw==[permanent dead link]
- ↑ "Sanju Samson, Karn Sharma get India call-up".
ବାହାର ଲିଙ୍କ
[ସମ୍ପାଦନା]- ഇതാ സഞ്ജു - പുതിയ താരോദയം Archived 2017-12-13 at the Wayback Machine. at arabianewspaper.com
- ସଞ୍ଜୁ ସାମସନ ଇ.ଏସ.ପି.ଏନ.କ୍ରିକଇନଫୋରୁESPNcricinfo
- Sanju Samson's profile page on Wisden
- Sanju Samson Profile and latest news at Sportskeeda
- Player profile: ସଞ୍ଜୁ ସାମସନ from CricketArchive
- ଫେସବୁକରେ Sanju V Samson
- ଟୁଇଟରରେ Sanju V Samson
- IPL 19 വയസുകാരനായ സന്ജുവാണ് ഏറ്റവും പ്രായം കുറഞ്ഞ കോടിപതിതാരം Archived 2014-02-21 at the Wayback Machine. at arabianewspaper.com