ଷ୍ଟିରିପେଣ୍ଟଲ

ଉଇକିପିଡ଼ିଆ‌ରୁ
ଷ୍ଟିରିପେଣ୍ଟଲ
Clinical data
Pronunciationstir"i pen' tol
Trade namesDiacomit
AHFS/Drugs.commonograph
MedlinePlusa618069
data
Pregnancy
category
  • AU: B3
  • US: N (Not classified yet)
Routes of
administration
By mouth
Legal status
Legal status
Identifiers
  • (RS)-(E)-4,4-dimethyl-1-[3,4(methylenedioxy)-phenyl]-1-penten-3-ol
ECHA InfoCard100.051.329 Edit this at Wikidata
Chemical and physical data
FormulaC14H18O3
Molar mass୨୩୪.୩0 g·mol−1
3D model (JSmol)
  • O1c2ccc(cc2OC1)/C=C/C(O)C(C)(C)C
  • InChI=1S/C14H18O3/c1-14(2,3)13(15)7-5-10-4-6-11-12(8-10)17-9-16-11/h4-8,13,15H,9H2,1-3H3/b7-5+ checkY
  • Key:IBLNKMRFIPWSOY-FNORWQNLSA-N checkY
  (verify)

ଷ୍ଟିରିପେଣ୍ଟଲ (ଇଂରାଜୀ ଭାଷାରେ Stiripentol), ଡାଏକୋମିଟ୍ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏକ ପ୍ରକାର ଅପସ୍ମାର ରୋଗ ଯାହାକୁ ଶିଶୁ ଅବସ୍ଥାର ଗୁରୁତର ମାୟୋକ୍ଲୋନିକ ଅପସ୍ମାର (SMEI, Dravet syndrome) କୁହାଯାଏ ତାହାର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ ।[୧] [୪] ଏହା ପାଟିରେ ଦିଆଯାଏ ।[୪] ଦୁଇ ବର୍ଷ ବୟସରୁ ଅଧିକ ପିଲାମାନଙ୍କଠାରେ ଏହା ସ‌ହିତ କ୍ଲୋବାଜାମ ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, ଓଜନ ହ୍ରାସ, ଶୋଇବାରେ ଅସୁବିଧା, ନିଦ୍ରାଳୁ ଏବଂ ଖରାପ ସମନ୍ୱୟ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ନିଉଟ୍ରୋଫିଲ୍, କମ୍ ପ୍ଲାଟେଲେଟ୍ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ଅପସ୍ମାରରୋଧୀ ବା ଆଣ୍ଟିକନଭଲସାଣ୍ଟ ଯାହା ସୁଗନ୍ଧିତ ଆଲିଲିକ୍ ଆଲକୋହୋଲର ରାସାୟନିକ ଗଠନ ଭଳି ଥାଏ ।[୪]

୨୦୦୭ ମସିହାରେ ୟୁରୋପରେ ଏବଂ ୨୦୧୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଷ୍ଟିରିପେଣ୍ଟଲ ଅନୁମୋଦିତ ହୋଇଥିଲା ।[୧] [୪] ଯୁକ୍ତରାଜ୍ୟରେ ଦିନ‌କୁ ୨୫୦ ମିଗ୍ରା ଦୁଇଥର ଏକ ମାସ ପର୍ଯ୍ୟନ୍ତ ଦେଲେ ତାହାର ମୂଲ୍ୟ 2021 ସୁଦ୍ଧା ପ୍ରାୟ ୨୮୦ ଡଲାର ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୬୦୦ ଡଲାର ଅଟେ। [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Diacomit EPAR". European Medicines Agency. Archived from the original on 12 November 2020. Retrieved 8 November 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  2. "Diacomit 250mg hard capsules - Summary of Product Characteristics (SmPC)". (emc). 31 May 2019. Archived from the original on 13 November 2020. Retrieved 8 November 2020.
  3. "Diacomit- stiripentol capsule Diacomit- stiripentol powder, for suspension". DailyMed. 15 May 2020. Archived from the original on 6 August 2020. Retrieved 8 November 2020.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Stiripentol Monograph for Professionals". Drugs.com. 31 August 2020. Archived from the original on 11 October 2020. Retrieved 8 November 2020.
  5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 347. ISBN 978-0-85711-369-6.{{cite book}}: CS1 maint: date format (link)
  6. "Diacomit Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 April 2021. Retrieved 14 October 2021.