ଶ୍ରେଣୀ ଆଲୋଚନା:ଓଡ଼ିଶାର ପର୍ବ ପର୍ବାଣି

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୁଁ ପର୍ବ ନାଁରେ ପୃଷ୍ଠାଟିଏ ତିଆରି କରି ସେଥିରେ ଓଡ଼ିଶାର ପର୍ବପର୍ବାଣୀ ଲେଖିବାକୁ ଆରମ୍ଭ କଲା ପରେ ଜାଣିଲି ଏଇଟା ଓଡ଼ିଶାର ପର୍ବପର୍ବାଣୀ ଭିତରେ ଆସିଥିଲେ ଭଲ ହୋଇଥାନ୍ତା। କେହି ଦୟାକରି ସେଇ ପର୍ବପୃଷ୍ଠାକୁ ଏଠାକୁ ଆଣି ପାରିବେ କି?ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୨:୦୧, ୨୫ ଫେବୁଆରି ୨୦୧୨ (UTC)

ଓଡ଼ିଶାର ପର୍ବ ପର୍ବାଣୀ ପ୍ରସଙ୍ଗଟିକୁ ଦେଖନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୩୭, ୨୬ ଫେବୁଆରି ୨୦୧୨ (UTC)