ଶେରକୋଟ
ଦେଖଣା
Sherkot
شیرکوٹ | |
|---|---|
city | |
| Country | |
| State | Uttar Pradesh |
| District | Bijnor |
| Founded by | SherShah Suri |
| Government | |
| • Type | Democracy |
| • Body | Sherkot Nagar Palika Parishad |
| • Chairman | Qamrul Islam |
| Elevation | 203 m (666 ft) |
| Population (2011)[୧] | |
| • Total | ୬୨,୨୨୬ |
| Time zone | UTC+5:30 (IST) |
| PIN | 246747 |
| Telephone code | 01344 |
| ଯାନବାହାନ ପଞ୍ଚୀକରଣ | UP 20 |
ଶେରକୋଟ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଶେରକୋଟ ୨୯.୩୨୬୩ ଉତ୍ତର ଅକ୍ଷାଂଶ ଓ ୭୮.୫୭୪୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶେରକୋଟ ସହରର ମୋଟ ଜନସଂଖ୍ୟା ୫୨୮୭୦ ଅଟେ ।[୩] ସେଥି ମଧ୍ୟରୁ ୫୨.୭୧% ଜଣ ପରୁଷ ହୋଇଥିବା ବେଳେ ୪୭.୨୯% ଜଣ ନାରୀ ଅଟନ୍ତି । ଶେରକୋଟର ସାକ୍ଷରତା ହାର ୪୬.୯୪% ଅଟେ । ଏହା ଜାତୀୟ ହାରଠାରୁ ୧୭.୯୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୭.୫୨% ପ୍ରତିଶତ ପୁରୁଷ ଓ ୧୯.୪୧% ନାରୀ ଅଟନ୍ତି । ୧୮.୪୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ଶେରକୋଟର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.