ଶେଓଗଞ୍ଜ
ଦେଖଣା
ଶେଓଗଞ୍ଜ | |
---|---|
town | |
ଦେଶ | India |
ରାଜ୍ୟ | Rajasthan |
ଜିଲ୍ଲା | Sirohi |
Elevation | 260 m (850 ft) |
Population (2001) | |
• Total | ୨୪,୭୮୫ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | RJ 24 (Sirohi) RJ 38 (Abu Road) |
ଶେଓଗଞ୍ଜ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ସିରୋହି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଶେଓଗଞ୍ଜ ୨୫.୧୫୦୦ ଉତ୍ତର ଅକ୍ଷାଂଶ ଓ ୭୩.୦୬୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୫୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶେଓଗଞ୍ଜ ସହରର ମୋଟ ଜନସଂଖ୍ୟା ୨୪୭୮୫ ଅଟେ ।[୨] ସେଥି ମଧ୍ୟରୁ ୫୨.୦୪% ଜଣ ପରୁଷ ହୋଇଥିବା ବେଳେ ୪୭.୯୬% ଜଣ ନାରୀ ଅଟନ୍ତି । ଶେଓଗଞ୍ଜର ସାକ୍ଷରତା ହାର ୬୬.୫୪% ଅଟେ । ଏହା ଜାତୀୟ ହାରଠାରୁ ୧.୭୦% ପ୍ରତିଶତ କମ ଅଟେ । ସେଥିରୁ ୩୯.୮୭% ପ୍ରତିଶତ ପୁରୁଷ ଓ ୨୬.୬୭% ନାରୀ ଅଟନ୍ତି । ୧୫.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଶେଓଗଞ୍ଜର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.