ଶୁଭି ଆହୁଜା

ଉଇକିପିଡ଼ିଆ‌ରୁ
ଶୁଭି ଆହୁଜା
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୮–୨୦୧୯
ବୈବାହିକ-ସାଥୀଅନିରୁଦ୍ଧ ଦାବେ (୨୦୧୫ - ଏବେଯାଏଁ)
ସନ୍ତାନ

ଶୁଭି ଆହୁଜା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ଦୂରଦର୍ଶନ ଓ କଥାଚିତ୍ର ଜଗତରେ କାମ କରନ୍ତି । ୟାରୋ କା ଟସନ ଧାରାବାହିକରେ ସଞ୍ଜୁ ଓ ୨୦୧୫ ମସିହାର ଧାରାବାହିକ ବଡ଼ି ଦେବରାଣୀରେ ମନୀଷା ଭୂମିକା ପାଇଁ ସେ ଜଣାଶୁଣା ।

ପ୍ରାରମ୍ଭିକ ଜୀବନ ଓ ପେଷା[ସମ୍ପାଦନା]

ଅହୁଜା ରାଜସ୍ଥାନର କୋଟାଠାରେ ଜନ୍ମଗ୍ରହଣ କରିଥିଲେ । ୨୦୧୧ ମସିହାରେ, ସେ ଶଙ୍କରଦୀପଙ୍କ ନିର୍ଦ୍ଦେଶିତ ହିନ୍ଦୀ ରୋମାଣ୍ଟିକ୍ ଡ୍ରାମା ଆଶିକି.ଇନ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ବର୍ଷ କଥାଚିତ୍ର ଚରିତ୍ର ନୋଟ୍
୨୦୧୧ ଆଶିକି.ଇନ୍ ସାନିଆ ପ୍ରଥମ କଥାଚିତ୍ର
ଦୂରଦର୍ଶନ
ବର୍ଷ କାର୍ଯ୍ୟକ୍ରମ/ଧାରାବାହିକ ଚ୍ୟାନେଲ୍ ଚରିତ୍ର
୨୦୦୮ ମୋହେ ରଙ୍ଗ ଦେ କଲର୍ସ ଟିଭି ଲଭ୍‌ଲି
୨୦୧୧ ଡିଟେକ୍ଟିଭ୍ ୱାଗଲେ ଡିଡି ନ୍ୟାସନାଲ୍ ସିମରନ୍
୨୦୧୫ ସୂର୍ଯ୍ୟପୁତ୍ର କର୍ଣ୍ଣ ସୋନି ଟିଭି ଭାନୁମତି
ବଡ଼ି ଦେବରାଣୀ ଆଣ୍ଡ ଟିଭି ମନୀଷା
ବୃନ୍ଦାବନ ଜୀ ଟିଭି ପାୟଲ
୨୦୧୭ ୟାରୋ କା ଟଶନ ସୋନି ସବ୍ ସଞ୍ଜନା (ସଞ୍ଜୁ)
ଦିୱାନେ ଅଞ୍ଜାନେ ବିଗ୍ ମ୍ୟାଜିକ୍ ଶୀଲା
ହର ଶାଖ ପେ ଉଲ୍ଲୁ ବୈଠା ହୈ ଷ୍ଟାର୍ ପ୍ଲସ୍ କ୍ୟାମିଓ
ଓଟିଟି
ବର୍ଷ ସିରିଜ୍ ଓଟିଟି ଚରିତ୍ର
୨୦୧୮ ଟୁଇଷ୍ଟେଡ୍ ୨ ଜିଓ ସିନେମା କ୍ୟାମିଓ
୨୦୧୯ ଫେସ୍‌ଲେସ୍ ଶ୍ରାବଣୀ ଠକ୍ରାଲ

ଆଲବମ୍[ସମ୍ପାଦନା]

ପଞ୍ଜାବୀ ଆଲବମ୍
ବର୍ଷ ଆଲବମ୍ ଗାୟକ
୨୦୧୯ ୬୬ ଦା ଫ୍ଲାଟ୍ ସୁଖୀମାନ୍

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୨୪ ନଭେମ୍ବର ୨୦୧୫ରେ ଶୁଭୀ ଭାରତୀୟ ଦୂରଦର୍ଶନ ଅଭିନେତା ଅନିରୁଦ୍ଧ ଦାବେଙ୍କୁ ବିବାହ କରିଥିଲେ ।[୧][୨][୩] ସେମାନଙ୍କର ଗୋଟିଏ ପୁଅ ଅଛି ।[୨][୩] ଏହି ଦମ୍ପତି ୨୦୧୪ ମସିହାରେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ବନ୍ଧନ ଓ ୨୦୧୭ମସିହାରେ ସୋନି ସବ୍‌ରେ ପ୍ରସାରିତ ଧାରାବାହିକ ୟାରୋ କା ଟସନ୍‌ରେ ଏକାଠି କାମ କରିଛନ୍ତି ।[୨][୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "TV actors Aniruddh Dave and Shubhi Ahuja get engaged". India Today. 22 July 2015. Archived from the original on 24 April 2017. Retrieved 5 May 2017.
  2. ୨.୦ ୨.୧ ୨.୨ ୨.୩ Shukla, Richa (14 February 2021). "EXCLUSIVE! Aniruddh Dave & Shubhi Ahuja blessed with a baby boy". The Times of India. Archived from the original on 15 February 2021. Retrieved 17 February 2021.
  3. ୩.୦ ୩.୧ ୩.୨ ୩.୩ "Aniruddh Dave and Shubhi Ahuja blessed with a baby boy". The Tribune (Chandigarh). 16 February 2021. Archived from the original on 29 December 2022. Retrieved 17 February 2021.

ବାହାର ଲିଙ୍କ୍[ସମ୍ପାଦନା]