ଶିରିଡ଼ି
ଶିରଡ଼ି
ସାଇନଗର | |
---|---|
ଟାଉନ | |
Nickname(s): ଶିରଡ଼ି ନଗରୀ; ସାଇନଗର ଶିରଡ଼ି | |
Coordinates: 19°46′N 74°29′E / 19.77°N 74.48°E | |
Country | ଭାରତ |
State | Maharashtra |
District | Ahmednagar |
en:Taluka | en:Rahata |
Government | |
• Type | Municipal Council |
• Body | Shirdi Municipal Council |
Area | |
• ସମୁଦାୟ | 13 km2 (5 sq mi) |
Elevation | 504 m (1,654 ft) |
Population (2011) | |
• Total | ୩୬,୦୦୪ |
• Density | 2,800/km2 (7,200/sq mi) |
Languages | |
• Official | Marathi |
Time zone | UTC+5:30 (IST) |
PIN | 423109 |
Telephone code | 02423 |
ଯାନବାହାନ ପଞ୍ଚୀକରଣ | MH-17 |
Website | www |
ଶିରଡ଼ି |
ଶିରଡ଼ି, (pronunciation (help·info); ଅନ୍ୟ ନାମ ସାଇନଗର) ଭାରତର ମହାରାଷ୍ଟ୍ର ପ୍ରଦେଶରେ ଅବସ୍ଥିତ ଏକ ସହର । ଏହା ଅହମଦାବାଦ ଜିଲ୍ଲାର ରାହୁତା ତାଲୁକାରେ ଏବସ୍ଥିତ । ଏଠାକୁ ଅହମଦାବାଦ-ମାଲେଗାଓଁ ରାଜ୍ୟ ରାଜପଥ ସଂଖ୍ୟା ୧୦ରେ ଯାଇହୁଏ । ଏହା ଅହମଦାବାଦରୁ ୧୩ କିମି ଓ କୋପରଗ୍ରାମରୁ ୧୫ କିମି ଦୂରରେ ଅଛି । ଏହି ରାସ୍ତା ଅତ୍ୟନ୍ତ ବ୍ୟସ୍ତ ବହୁଳ ରାସ୍ତାରେ ପଶ୍ଚିମ ସମୁଦ୍ର ରେଖାଠାରୁ ୧୮୫ କିମି ଦୂର ।
ଉନବିଂଶ ଶତାବ୍ଦୀର ସନ୍ଥ ସାଇବାବାଙ୍କ ଘର ରୂପେ ସିରଡ଼ି ବିଦିତ ।[୧] ସିରଡ଼ିର ଶ୍ରୀ ସାଇବାବା ସଂସ୍ଥାନ ଶ୍ରେଷ୍ଠ ଧନୀ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ସଂସ୍ଥା ରୂପେ ପରିଚିତ ।[୨]
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଶିରିଡ଼ି ୧୯.୭୬୬୨ ଉତ୍ତର ଅକ୍ଷାଂଶ ଓ ୭୪.୪୭୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]ସନ ୨୦୧୧ର ଜନଗଣନା ଅନୁସାରେ ଶିରଡ଼ିର ଜନସଂଖ୍ୟା ୩୬,୦୦୪ ଥିଲା, ପୁରୁଷ ସଂଖ୍ୟା ୫୩% ଓ ମହିଳା ସଂଖ୍ୟା ୩୭% ଥିଲା, ଛଅ ବର୍ଷ ବୟସ ତଳେ ୧୫% ଥିଲେ ।[୪]
ଭାଷା
[ସମ୍ପାଦନା]ମରାଠୀ ଶିରିଡ଼ିର ସରକାରୀ ଭାଷା ଅଟେ ।
ପରିବହନ
[ସମ୍ପାଦନା]ରେଲଗାଡ଼ି
[ସମ୍ପାଦନା]ମାର୍ଚ୍ଚ ୨୦୦୯ରୁ ସାଇନଗର ଶିରଡ଼ି ରେଲୱେ ଷ୍ଟେସନ ଚାଲୁ ହେଲା । ସନ ୨୦୧୧ରୁ ଚେନଇ,[୫][୬] ମୁମ୍ବାଇ, ବିଶାଖାପତନମ, କାକିନାଡା, ବିଜୟୱାଡା, ହାଇଦରାବାଦ, ମହିଶୂର[୭] ଓ ଅନ୍ୟ କେତେକ ସହରରୁ ଶେଷ ଷ୍ଟେସନ ଭାବରେ ଆସି ଶିରଡିରେ ରହେ ।
ଉଡ଼ାଜାହାଜ
[ସମ୍ପାଦନା]ଭାରତର ପ୍ରେସିଡେଣ୍ଟ ରାମନାଥ କୋବିନ୍ଦ ଆସି ୧ ଅକ୍ଟୋବର ୨୦୧୭ ତାରିଖ ଦିନ ଶିରଡି ଏୟାରପୋର୍ଟର ଉନ୍ମୋଚନ କରିଥିଲେ । ଏଠାରୁ ଦିଲ୍ଲୀ, ହାଇଦରାବାଦ, ଚେନାଇ ଓ ମୁମ୍ବାଇକୁ ଉଡ଼ାଜାହାଜ ଚାଲେ । ଶିରଡିରୁ ପଶ୍ଚିମକୁ ୧୪ କିମି ଦୂରତେ କୋପରଗାଓଁ ତହସିଲର କକଡ଼ିଠାରେ ଏହି ଏୟାରପୋର୍ଟ ଅବସ୍ଥିତ ।[୮] ମୂଳ ପ୍ଲାନ ଅନୁସାରେ ଏହାର ତିଆରି ଫେବ୍ରୁଆରୀ ୧୬ରେ ତିଆରି ସମ୍ପନ୍ନ ହେବା ପରେ ମାର୍ଚ୍ଚ ୨୦୧୬ରେ ଏହା କାର୍ଯ୍ୟକ୍ଷମ ହେଲା ।[୯] ଏହାର ରନୱେକୁ ୨୦୧୭-୨୦୧୮ ସୁଦ୍ଧା ୨୨୦୦ରୁ ୨୩୦୦ ମିଟରକୁ ବୃଦ୍ଧି କରିବାକୁ ପ୍ଲାନ ହୋଇଥିଲା । [୧୦] ଶିରଡ଼ିଠାରୁ ଅଉରଙ୍ଗାବାଦ ଓ ପୁଣେ ଏୟାରପୋର୍ଟ ଦୂରତା ଯଥାକ୍ରମେ ୧୧୫ କିମି ଓ ୧୮୬ କିମି ।
କାର ଦୁରତ୍ୱ
[ସମ୍ପାଦନା]ଶିରଡ଼ିଠାରୁ ଅହମଦନଗର ଓ କୋପରଗାଓଁ ଦୂରତା ଆହମଦନଗର-ମନମଦ ରାଜ୍ୟ ରାଜପଥ ୧୦ରେ ଯଥାକ୍ରମେ ୮୩ କିମି ଓ ୧୫ କିମି । ମୁମ୍ବାଇରୁ ଏହା ଇଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେରେ ପ୍ରାୟ ୨୪୦ କିମି ଦୂର ।
ଆଧାର
[ସମ୍ପାଦନା]- ↑ "Shirdi". Amazing Maharashtra.
- ↑ "India's top 10 richest temples". www.indiatvnews.com (in ଇଂରାଜୀ). 2013-09-10. Retrieved 2019-12-14.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ "New trains will start operations from July". The Hindu. 2011-06-30. Retrieved 27 April 2012.
- ↑ "Coimbatore-Tuticorin Express service from today". The Hindu. Tuticorin. 2011-07-01. Retrieved 27 April 2012.
- ↑ "Mysore-Shirdi weekly train from Aug 1". The Times of India. Hubli. 2011-07-29. Retrieved 27 April 2012.
- ↑ "Shirdi airport work in full swing: Official". The Times of India. 2 July 2010. Archived from the original on 14 June 2012. Retrieved 3 June 2012.
- ↑ Yogesh Naik (3 March 2016). "First trial flight touches down at Shirdi airport". Mumbai Mirror. Retrieved 5 April 2016.
- ↑ Kunal Anand (10 February 2016). "Maharashtra govt made the runway for Shirdi Airport in 2013, rest of it will be made in 2017!". India Times. Retrieved 5 April 2016.
ବାହାର ଲିଙ୍କ
[ସମ୍ପାଦନା]- Shirdi travel guide from Wikivoyage