ଶାଳ୍ମଳୀ ଦେଶାଇ
ଦେଖଣା
ଶାଳ୍ମଳୀ ଦେଶାଇ | |
|---|---|
| ଜନ୍ମ | |
| ଶିକ୍ଷା | ମନୋବିଜ୍ଞାନରେ ସ୍ନାତକ ମାର୍କେଟିଂରେ ଏମ୍ବିଏ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୧୨–୨୦୧୭ |
| ବୈବାହିକ-ସାଥୀ |
ଅବିନାଶ ସଚଦେବା
(m. ୨୦୧୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ଶାଳ୍ମଳୀ ଦେଶାଇ (ଜନ୍ମ: ୧୭ ମାର୍ଚ୍ଚ ୧୯୮୯) ଜଣେ ଭାରତୀୟ ଅଭିନେତ୍ରୀ ଓ ଲେଖିକା । ହିନ୍ଦୀ ଧାରାବାହିକ ଇସ୍ ପ୍ୟାର୍ କୋ କ୍ୟା ନାମ୍ ଦୁଁ? ଏକ୍ ବାର୍ ଫିର୍ରେ ସୋଜଲ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା । ୨୦୧୨ ମସିହାରେ, ୟୁଟିଭି ଷ୍ଟାର୍ସ୍ରେ ପ୍ରସାରିତ ରିଆଲିଟି ଶୋ ଲକ୍ସ ଦି ଚୁଜେନ୍ ୱାନ୍ର ସେ ବିଜେତା ହୋଇଥିଲେ ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ୨୦୧୫ ମସିହାରେ, ସେ ଅବିନାଶ ସଚଦେବଙ୍କୁ ବିବାହ କରିଥିଲେ ।[୨] ୨୦୧୭ ମସିହାରେ, ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ।[୩]
ଅଭିନୟ ଜୀବନ
[ସମ୍ପାଦନା]୨୦୧୧ ମସିହାରେ, ଏମ୍ବିଏ କରି ସାରିବା ପରେ, ସେ ଜୀ ମରାଠୀ ଚ୍ୟାନେଲ୍ରେ କାମ କରିବା ଆରମ୍ଭ କରିଥିଲେ ।[୧] ସେ ଜଣେ ପ୍ରିଶିକ୍ଷିତ କଥକ ନର୍ତ୍ତକୀ ଓ ଗଲ୍ଫ ଖେଳାଳୀ ମଧ୍ୟ ।[୪]
ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୨ | ଲକ୍ସ ଦି ଚୁଜେନ୍ ୱାନ୍ | ପ୍ରତିଯୋଗୀ | ବିଜୟୀ[୧] |
| ୨୦୧୩ | ଜଷ୍ଟ୍ ଖାନ୍ସ୍ | ଉପସ୍ଥାପିକା | |
| ୨୦୧୩–୨୦୧୫ | ଇସ୍ ପ୍ୟାର୍ କୋ କ୍ୟା ନାମ୍ ଦୁଁ? ଏକ୍ ବାର୍ ଫିର୍ | ସୋଜଲ ଅଗ୍ନିହୋତ୍ରୀ | ପାର୍ଶ୍ୱ ଅଭିନେତ୍ରୀ[୫] |
| ୨୦୧୪ | ଏକ୍ ହସିନା ଥି | ସାଗରିକା ଗାଙ୍ଗୁଲି | କ୍ୟାମିଓ |
| ଏନ୍କାଉଣ୍ଟର୍ | ଶ୍ରୀମତି ଦାଭେ | ପାର୍ଶ୍ୱ ଅଭିନେତ୍ରୀ | |
| ୨୦୧୫ | ଗୁଲ୍ମୋହର ଗ୍ରାଣ୍ଡ୍ | ଅବନ୍ତୀ | ଅଧ୍ୟାୟଗତ ଭୂମିକା |
ଲେଖିକା ଭାବରେ
[ସମ୍ପାଦନା]| ବର୍ଷ | କାର୍ଯ୍ୟକ୍ରମ | ଚେନାଲ୍ | ଆଧାର |
|---|---|---|---|
| ୨୦୧୬–୨୦୧୭ | ଥପ୍କି ପ୍ୟାର୍ କି | କଲର୍ସ ଟିଭି | |
| ୨୦୧୭ | ଏକ୍ ଆଷ୍ଟ ଐସି ଭୀ | ଷ୍ଟାର୍ ପ୍ଲସ୍ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Palatial pleasures". The Indian Express. Retrieved 8 August 2015.
- ↑ "Celeb' Hush Hush Wedding". TIO. Retrieved 8 August 2015.
- ↑ "Avinash Sachdev and Shalmalee Desai are officially divorced - Shocking break-ups of TV actors, here's the list". The Times of India. Retrieved 2019-08-28.
- ↑ "I idolise Cat Deeley". Mumbai Mirror. Retrieved 8 August 2015.
- ↑ "Iss Pyaar Ko... cast reunite at Geetanjali's 'house warming' party". TC. 5 August 2015. Retrieved 10 August 2015.