Jump to content

ଶାଳ୍ମଳୀ‌ ଦେଶାଇ

ଉଇକିପିଡ଼ିଆ‌ରୁ
ଶାଳ୍ମଳୀ‌ ଦେଶାଇ
ଜନ୍ମ
ଶିକ୍ଷାମନୋବିଜ୍ଞାନରେ ସ୍ନାତକ
ମାର୍କେଟିଂରେ ଏମ୍‌ବିଏ
ବୃତ୍ତିସମୂହ
  • ଅଭିନେତ୍ରୀ
  • ଲେଖିବା
ସକ୍ରିୟ ବର୍ଷ୨୦୧୨–୨୦୧୭
ବୈବାହିକ-ସାଥୀ
ଅବିନାଶ ସଚଦେବା
(m. ୨୦୧୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

ଶାଳ୍ମଳୀ‌ ଦେଶାଇ (ଜନ୍ମ: ୧୭ ମାର୍ଚ୍ଚ ୧୯୮୯) ଜଣେ ଭାରତୀୟ ଅଭିନେତ୍ରୀ ଓ ଲେଖିକା । ହିନ୍ଦୀ ଧାରାବାହିକ ଇସ୍ ପ୍ୟାର୍ କୋ କ୍ୟା ନାମ୍ ଦୁଁ? ଏକ୍ ବାର୍ ଫିର୍‌ରେ ସୋଜଲ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା । ୨୦୧୨ ମସିହାରେ, ୟୁଟିଭି ଷ୍ଟାର୍‌ସ୍‌ରେ ପ୍ରସାରିତ ରିଆଲିଟି ଶୋ ଲକ୍ସ ଦି ଚୁଜେନ୍ ୱାନ୍‌ର ସେ ବିଜେତା ହୋଇଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ୨୦୧୫ ମସିହାରେ, ସେ ଅବିନାଶ ସଚଦେବଙ୍କୁ ବିବାହ କରିଥିଲେ ।[] ୨୦୧୭ ମସିହାରେ, ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]

୨୦୧୧ ମସିହାରେ, ଏମ୍‌ବିଏ କରି ସାରିବା ପରେ, ସେ ଜୀ ମରାଠୀ ଚ୍ୟାନେଲ୍‌ରେ କାମ କରିବା ଆରମ୍ଭ କରିଥିଲେ ।[] ସେ ଜଣେ ପ୍ରିଶିକ୍ଷିତ କଥକ ନର୍ତ୍ତକୀ ଓ ଗଲ୍ଫ ଖେଳାଳୀ ମଧ୍ୟ ।[]

ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୧୨ ଲକ୍ସ ଦି ଚୁଜେନ୍ ୱାନ୍ ପ୍ରତିଯୋଗୀ ବିଜୟୀ[]
୨୦୧୩ ଜଷ୍ଟ୍ ଖାନ୍‌ସ୍ ଉପସ୍ଥାପିକା
୨୦୧୩–୨୦୧୫ ଇସ୍ ପ୍ୟାର୍ କୋ କ୍ୟା ନାମ୍ ଦୁଁ? ଏକ୍ ବାର୍ ଫିର୍ ସୋଜଲ ଅଗ୍ନିହୋତ୍ରୀ ପାର୍ଶ୍ୱ ଅଭିନେତ୍ରୀ[]
୨୦୧୪ ଏକ୍ ହସିନା ଥି ସାଗରିକା ଗାଙ୍ଗୁଲି କ୍ୟାମିଓ
ଏନ୍‌କାଉଣ୍ଟର୍ ଶ୍ରୀମତି ଦାଭେ ପାର୍ଶ୍ୱ ଅଭିନେତ୍ରୀ
୨୦୧୫ ଗୁଲ୍‌ମୋହର ଗ୍ରାଣ୍ଡ୍ ଅବନ୍ତୀ ଅଧ୍ୟାୟଗତ ଭୂମିକା

ଲେଖିକା ଭାବରେ

[ସମ୍ପାଦନା]
ବର୍ଷ କାର୍ଯ୍ୟକ୍ରମ ଚେନାଲ୍ ଆଧାର
୨୦୧୬–୨୦୧୭ ଥପ୍‌କି ପ୍ୟାର୍ କି କଲର୍ସ ଟିଭି
୨୦୧୭ ଏକ୍ ଆଷ୍ଟ ଐସି ଭୀ ଷ୍ଟାର୍ ପ୍ଲସ୍
  1. ୧.୦ ୧.୧ ୧.୨ "Palatial pleasures". The Indian Express. Retrieved 8 August 2015.
  2. "Celeb' Hush Hush Wedding". TIO. Retrieved 8 August 2015.
  3. "Avinash Sachdev and Shalmalee Desai are officially divorced - Shocking break-ups of TV actors, here's the list". The Times of India. Retrieved 2019-08-28.
  4. "I idolise Cat Deeley". Mumbai Mirror. Retrieved 8 August 2015.
  5. "Iss Pyaar Ko... cast reunite at Geetanjali's 'house warming' party". TC. 5 August 2015. Retrieved 10 August 2015.