ଶାବରୀ ନଦୀ

Coordinates: 17°34′13″N 81°15′37″E / 17.57028°N 81.26028°E / 17.57028; 81.26028
ଉଇକିପିଡ଼ିଆ‌ରୁ
ଶାବରୀ (శబరి నది)
River
Sabari river merging into Godavari near Kunavaram
ଦେଶ India
ରାଜ୍ୟ Odisha, Chhattisgarh, Andhra Pradesh
Tributaries
 - left Sileru River, Pateru River
Source Sinkaram hill ranges
 - elevation ୧,୩୭୦ m (୪,୪୯୫ ft)
 - coordinates 18°N 82°E / 18°N 82°E / 18; 82
Mouth Godavari River
 - location Kunavaram, Andhra Pradesh
 - elevation ୨୫.୩ m (୮୩ ft)
 - coordinates 17°34′13″N 81°15′37″E / 17.57028°N 81.26028°E / 17.57028; 81.26028
Length ୪୧୮ km (୨୬୦ mi)
Basin ୨୦,୪୨୭ km2 (୭,୮୮୭ sq mi)


ଶାବରୀ ନଦୀ (ତେଲୁଗୁ: శబరి నది) ଗୋଦାବରୀ ନଦୀର ଏକ ମୁଖ୍ୟ ଉପନଦୀ । ଏହା ଭାରତୀୟ ରାଜ୍ୟ ଛତିଶଗଦ , ଓଡ଼ିଶା ଓ ଆନ୍ଧ୍ରା ପ୍ରଦେଶ ଦେଇ ପ୍ରବାହିତ ହୁଏ ଓ ଓଡ଼ିଶାରେ ଏହାକୁ କୋଲାବ ନଦୀ ବୋଲି କୁହାଯାଇଥାଏ । ଏହାର ଉତ୍ପତ୍ତି ସ୍ଥଳ ପୂର୍ବଘାଟ ପର୍ବତ ମାଳାର ପଶ୍ଚିମ ଅଞ୍ଚଳର ଗଡାଣିରୁ 1370 ମିଟର[୧] ପତ୍ତନ ଉପରୁ  ସ୍ଥାନରୁ ହେଇଥାଏ । ଏହାର ବେସିନ ଅଞ୍ଚଳ ବର୍ଷକୁ ହାରାହାରି 1250 ମିଲିମିଟର ଜଳ ପ୍ରାପ୍ତ ହେଇଥାଏ । ଏହା ଛତିଶଗଦ ଓ ଓଡ଼ିଶା ରାଜ୍ୟର ସୀମା ଦେଇ ଯାଇ ଆନ୍ଧ୍ରା ପ୍ରଦେଶକୁ ପ୍ରବେଶ କଳା ପରେ ଗୋଦାବରୀ[୨] ସହ ସମ୍ମିଳିତ ହୁଏ । ଓଡ଼ିଶାରେ ଅପର- କୋଲାବ ନାମକ ପ୍ରକଳ୍ପରେ ଏହା ଜଳବିଦ୍ୟୁତ ଉତ୍ପାଦନ କରିବା ସହ ଜଳ ଯୋଗାଣ ପାଇଁ ଜଳାଶୟ ନିର୍ମାଣ ହେଇଛି ।  

ଏହି ନଦୀର ଗଡାଣି ଖୁବ ତୀବ୍ର ରହୁଥିବାରୁ ଏହା ମାଧ୍ୟମ ଧରଣର ବନ୍ଧ ନିର୍ମାଣ କରି ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ଖୁବ ଯୂପଯୋଗୀ ।[୩][୪][୫] ଜୁଆର ନଲ୍ଲା ଦେଇ ଇନ୍ଦ୍ରାବତୀ ନଦୀର ଅତିରିକ୍ତ ବନ୍ୟା ଜଳ ଏହି ନଦୀକୁ ଅଣା ଯାଇପାରିବ । 

ସିଲେରୁ ନଦୀ ( ଯାହା ଉପରେ ମାଛଖଣ୍ଡ ପ୍ରକଳ୍ପ ରହିଛି ) ଏହି ସବାରି ନଦୀର ଏକମୁଖ୍ୟ ଉପନଦୀ । ଏହା ଆନ୍ଧ୍ରା ପ୍ରଦେଶ , ଛତିଶଗଦ ଓ ଓଡ଼ିଶାର ସୀମାର ମିଶ୍ରଣ ଅଞ୍ଚଳରେ ମିଶିଛି । ଏହାର ମଧ୍ୟ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏହା ଉପରେ ଅନେକ ମାଧ୍ୟମ ଜଳ ପକଳ୍ପ ବର୍ତ୍ତମାନ ରହିଛି .

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Godavari river basin map"
  2. Sabari in spate
  3. "Middle Kolab project, Odisha state". Retrieved 23 July 2013.
  4. "PFR studies of Lower Kolab HE project" (PDF). Retrieved April 29, 2013.
  5. "CDM application for 25 mw Middle and 12 mw Lower Kolab Hydroelectric Projects" (PDF). Retrieved April 29, 2013.