ଶମ୍ମି କପୁର

ଉଇକିପିଡ଼ିଆ‌ରୁ
ଶମ୍ମି କପୁର
Shammi Kapoor still19.jpg
ଜନ୍ମ
ଶମଶେର ରାଜ କପୁର

(1931-10-21)୨୧ ଅକ୍ଟୋବର ୧୯୩୧
ମୃତ୍ୟୁ୧୪ ଅଗଷ୍ଟ ୨୦୧୧(2011-08-14) (ବୟସ ୭୯)
ଜାତୀୟତାଭାରତୀୟ
ଜୀବନସାଥୀଗୀତା ବାଲି
ସନ୍ତାନଆଦିତ୍ୟ ରାଜ କପୁର
Parent(s)ପୃଥ୍ୱୀରାଜ କପୁର
ରଶ୍ମୀରାଣୀ କପୁର
Signature
Shammi Kapoor.svg

ଶମ୍ମି କପୁର, (୨୧ ଅକ୍ଟୋବର ୧୯୩୧ - ୧୪ ଅଗଷ୍ଟ ୨୦୧୧) ହିନ୍ଦୀ କଥାଚିତ୍ର ଜଗତରେ ଜଣେ ଅଭିନେତା ଓ ନିର୍ଦ୍ଦେଶକ ଥିଲେ୤ ୧୯୩୧ ମସିହା ଅକ୍ଟୋବର ୨୧ ତାରିଖରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ୤ ୨୦୧୧ମସିହା ଅଗଷ୍ଟ ୧୪ ତାରିଖ ଦିନ ମୁମ୍ବାଇର ବ୍ରିଚକାଣ୍ଡି ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ୤ ତାଙ୍କର ବାଲ୍ୟକାଳ କୋଲକାତାରେ କଟିଥିଲା ୧୯୫୩ ମସିହାରେ ସେ ଜୀବନ ଜ୍ୟୋତି ନାମରେ ନିର୍ମିତ ଏକ ହିନ୍ଦୀ ଚଳଚ୍ଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରି ସେ ପ୍ରାୟ ୭୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ୤

ଚଳଚ୍ଚିତ୍ର[ସମ୍ପାଦନା]

ଯୁବାବସ୍ଥାରେ ଶମ୍ମି କପୁର

ଶମ୍ମି କପୁର ଅଭିନୀତ ଉଲ୍ଲେଖନୀୟ ଚଳଚ୍ଚିତ୍ର ଗୁଡ଼ିକ ହେଲା:

  1. ତୁମ୍ସା ନେହିଁ ଦେଖା
  2. ଦିଲ ଦେକେ ଦେଖୋ
  3. ଜଙ୍ଗଲି
  4. କଶ୍ମୀର କି କଲି
  5. ଦିଲ ତେରା ଦିବାନା
  6. ଚାଇନା ଟାଉନ
  7. ପ୍ରଫେସର
  8. ରାଜକୁମାର
  9. ତିସରି ମଞ୍ଜିଲ
  10. ଆନ ଇଭିନିଂ ଇନ୍ ପ୍ୟାରିସ
  11. ବ୍ରହ୍ମଚାରୀ
  12. ଅନ୍ଦାଜ
  13. ହୀରୋ
  14. ବିଧାତା
  15. ଅଜୁବା
  16. ଚମତ୍କାର
  17. ଔର ପ୍ୟାର ହୋଗୟା
  18. ବେତାବ
  19. ନସିବ
  20. ପରବରିସ
  21. ରକଷ୍ଟାର (ଇମତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଶମ୍ମି କପୁର ଅଭିନୀତ ଶେଷ ଚଳଚ୍ଚିତ୍ର)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଶ୍ରେଷ୍ଟ ଅଭିନେତା, ଫିଲ୍ମ ଫେୟାର ପୁରସ୍କାର (ବ୍ରହ୍ମଚାରୀ ଚଳଚ୍ଚିତ୍ର ନିମନ୍ତେ)
  • ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ଼, ଫିଲ୍ମ ଫେୟାର ପୁରସ୍କାର
  • ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ଼, ଜି-ସିନେ ପୁରସ୍କାର
  • ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ଼, ଷ୍ଟାର ସ୍କ୍ରିନ ପୁରସ୍କାର

ଆଧାର[ସମ୍ପାଦନା]