ଶବ୍ଦସିନ୍ଧୁ
ଦେଖଣା
| ଶବ୍ଦସିନ୍ଧୁ | |
|---|---|
| ଲେଖକ | ନଟବର ଶତପଥୀ |
| ମୂଳ ନାମ | ଶବ୍ଦସିନ୍ଧୁ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
| ବିଭାଗ | ଅଭିଧାନ |
| ମାଧ୍ୟମ ପ୍ରକାର | ଛପା |
| ପୃଷ୍ଠା | ୧୯୫୦ |
| ISBN | 978-93-85342-02-8 |
ଶବ୍ଦସିନ୍ଧୁ ନଟବର ଶତପଥୀ ସଂକଳିତ ଓ ୨୦୦୮ ମସିହାରେ ପ୍ରକାଶିତ ଏକ ଓଡ଼ିଆ ଅଭିଧାନ ।[୧][୨] ୧୯୫୦ ପୃଷ୍ଠା-ବିଶିଷ୍ଟ ଏହି ଅଭିଧାନର ପ୍ରଥମ ସଂସ୍କରଣ ୨୦୦୮ ମସିହାରେ ଏ. କେ. ମିଶ୍ର କଟକରେ ପ୍ରକାଶ କରିଥିଲେ । ଏଥିରେ ପ୍ରାୟ ଏକ ଲକ୍ଷ ପଚାଶ ହଜାର ଶବ୍ଦର ଅର୍ଥ, ବ୍ୟୁତ୍ପତି ଓ ବ୍ୟବହାର ଉଲ୍ଲେଖ ହୋଇଛି । ୨୦୧୫ ମସିହାରେ ଏହି ଅଭିଧାନର ଏକ ସଂଶୋଧିତ ଓ ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଥିଲା ।[୩]
ଆଧାର
[ସମ୍ପାଦନା]- ↑ Beura, Sudhir Kumar; Padhi, Pitambara. "Chronological Origin and Development of Odia Dictionaries (1811-2012) as a Source of Reference and Information Services: A Critical Analysis". International Journal of Information Research: 251–267.
- ↑ Mohapatra, Rudranarayan (2019). "Development of Pictographic Odia-Odia Baby Term Dictionary for Understanding Language Utterance" (PDF). Language in India. 19: 238–241.
- ↑ "LDC-IL". www.ldcil.org. Archived from the original on 2023-12-04. Retrieved 2023-10-13.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |