ଶଙ୍ଖ ନଦୀ

ଉଇକିପିଡ଼ିଆ‌ରୁ
ଶଙ୍ଖ ନଦୀ
ଶଙ୍ଖ ନଦୀ
ଦେଶ India
ରାଜ୍ୟ Jharkhand, Chhattisgarh, Odisha
Landmarks Sadni Falls, Mandira Dam
Source Lupungpat village
 - location Gumla district, Jharkhand
 - elevation ୧,୦୦୦ m (୩,୨୮୧ ft)
 - coordinates 23°14′N 84°16′E / 23.233°N 84.267°E / 23.233; 84.267
Mouth Confluence with Koel River to form Brahmani River
Length ୨୪୦ km (୧୪୯ mi)

ଶଙ୍ଖ ନଦୀ ପୂର୍ବ- ମଧ୍ୟ ଭାରତୀୟ ରାଜ୍ୟ ଝାରଖଣ୍ଡ , ଓଡ଼ିଶା ଓ ଛତିଶଗଡ଼ ମଧ୍ୟ ଦେଇ ପ୍ରବାହିତ ହୁଏ । ଏହା ମୂଳ ସ୍ରୋତରୁ ପ୍ରାୟ ୨୪୦ କିଲୋମିଟର ପ୍ରବାହିତ ହେଲା ପରେ ଏହା କୋଏଲ ନଦୀ ସହ ସମାର୍ଜିତ ହୋଇଯାଏ । 

ଗତିପଥ [ସମ୍ପାଦନା]

ଶଙ୍ଖ ନଦୀ ସମୁଦ୍ରପତ୍ତନଠାରୁ ୧,୦୦୦ ମିଟର ଉତ୍ଛରେ ଥିବା ଲୁପୁଙ୍ଗପାଟ ଗ୍ରାମ , ଯାହା ଝାରଖଣ୍ଡ ରାଜ୍ୟର ଗୁମଳା ଜିଲ୍ଲାରେ ଅବସ୍ଥିତ ,ରୁ ବାହାରି ସେହି ରାଜ୍ୟ ଦେଇ ୬୭.୫ କିଲୋମିଟର ଦୁରତ୍ୱା ଅତିକ୍ରମ କଳା ପରେ ନିକଟବର୍ତୀ ଛତିଶଗଡ଼ ରାଜ୍ୟରେ ପ୍ରବେଶ କରେ । ଏହା ଛତିଶଗଡ଼ରେ ୫୦ କିଲୋମିଟର ଗଲା ପରେ ପୁଣି ଝାରଖଣ୍ଡ ରାଜ୍ୟରେ ପ୍ରବେଶ କରେ । ସେହିଠାରୁ ରାଜ୍ୟରେ ୭୮ କିଲୋମିଟର ପ୍ରବାହିତ ହେଲା ପରେ ଏହା ଓଡ଼ିଶା ରାଜ୍ୟକୁ ପ୍ରବେଶ କରେ । ଓଡ଼ିଶାରେ ଶଙ୍ଖ ନଦୀ ୪୫ କିଲୋମିଟର ବହି ଯାଇ କୋଏଲ ନଦୀ ସହ ମିଳିତ ହେଇଥାଏ । .[୧] କୋଏଲ ଏବଂ ଶଙ୍ଖ ନଦୀ ରାଉରକେଲା ସହର ପାର୍ଶ୍ୱବର୍ତୀ ବେଦବ୍ୟାସଠାରେ ମିଳିତ ହେଲା ପରେ ତାହା ବ୍ରାହ୍ମଣୀ ନଦୀ ହେଇ ବହି ଯାଏ ।[୨]

ସାଦନୀ ପ୍ରପାତ [ସମ୍ପାଦନା]

ଶଙ୍ଖ ନଦୀରେ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ନିକଟରେ  ଏକ ୨୦୦ ଫୁଟର ଜଳପ୍ରପାତ ସୃଷ୍ଟି ହେଇଥାଏ । ଏହାକୁ ସ୍କ୍ରାପ ପ୍ରପାତ କୁହା ଯାଏ । [୩]

ଆଧାର [ସମ୍ପାଦନା]

  1. Hydrology and Water Resources of India by Sharad K. Jain, Pushpendra K. Agarwal, Vijay P
  2. Physical Geography: Hydrosphere By K. Bharatdwaj. Google Books. Retrieved 2010-04-20.
  3. Physical Geography: Hydrosphere By K. Bharatdwaj. Google Books. Retrieved 2010-04-20.