ଲୋସାଲ୍
ଦେଖଣା
Losal city
education city | |
|---|---|
city | |
| Nickname: parmanand nagri | |
| Country | |
| State | Rajasthan |
| District | Sikar |
| Elevation | 410 m (1,350 ft) |
| Population (2014) | |
| • Total | ୫୫,୬୩୫ |
| Languages | |
| • Official | Hindi |
| Time zone | UTC+5:30 (IST) |
| PIN | 332025 |
| Telephone code | 01577 |
ଲୋସାଲ୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ସିକର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଲୋସାଲ୍ ୨୭.୪୦୦୦ ଉତ୍ତର ଅକ୍ଷାଂଶ ଓ ୭୪.୯୧୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲୋସାଲ୍ ସହରର ମୋଟ ଜନସଂଖ୍ୟା ୨୫୩୫୫ ଅଟେ ।[୨] ସେଥି ମଧ୍ୟରୁ ୫୦.୨୯% ଜଣ ପରୁଷ ହୋଇଥିବା ବେଳେ ୪୯.୭୧% ଜଣ ନାରୀ ଅଟନ୍ତି । ଲୋସାଲ୍ର ସାକ୍ଷରତା ହାର ୫୫.୮୭% ଅଟେ । ଏହା ଜାତୀୟ ହାରଠାରୁ ୮.୯୭% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୧୦% ପ୍ରତିଶତ ପୁରୁଷ ଓ ୨୧.୭୭% ନାରୀ ଅଟନ୍ତି । ୧୮.୬୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଲୋସାଲ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.