ଲୋମିଟାପାଇଡ
| Clinical data | |
|---|---|
| Trade names | Juxtapid (US), Lojuxta (EU) |
| Synonyms | AEGR-773, BMS-201038 |
| AHFS/Drugs.com | monograph |
| data |
|
| Routes of administration | By mouth (capsules) |
| Legal status | |
| Legal status | |
| Identifiers | |
| |
| Chemical and physical data | |
| Formula | C39H37F6N3O2 |
| Molar mass | ୬୯୩.୭୩ g·mol−1 |
| 3D model (JSmol) | |
| |
| |
| (verify) | |
ଲୋମିଟାପାଇଡ (ଇଂରାଜୀ ଭାଷାରେ Lomitapide), ଜୁକ୍ସଟାପିଡ ଏବଂ ଲୋଜୁକ୍ସଟା ଏହାର ଦୁଇଟି ବେପାର ନାମ, ଏକ ଔଷଧ ଯାହା ହୋମୋଜାଇଗସ ପାରିବାରିକ ହାଇପରକୋଲେଷ୍ଟେରୋମିଆ (HoFH) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଉପଯୁକ୍ତ ଖାଦ୍ୟ ଏବଂ ଆନ୍ୟାନ୍ୟ ପଦକ୍ଷେପ ସହିତ ଏକତ୍ର ବ୍ୟବହୃତ ହୁଏ ।[୨] ଏହି ଔଷଧର ଆୟୁଷ ଏବଂ ହୃଦ ରୋଗ ଇତ୍ୟାଦି ଉପରେ ପ୍ରଭାବ ଅସ୍ପଷ୍ଟ ଅଟେ ।[୩] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ହୃଦଘାତ, ପେଟ ଯନ୍ତ୍ରଣା ଏବଂ ଅନ୍ତନଳୀରେ ଗ୍ୟାସ ବୃଦ୍ଧି ହୁଏ ।[୨] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂଦ୍ରବଣୀୟ ଜୀବସାର ଅଭାବ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ମାଇକ୍ରୋସୋମାଲ୍ ଟ୍ରାଇଗ୍ଲିସେରାଇଡ୍ ଟ୍ରାନ୍ସଫର ପ୍ରୋଟିନ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ।[୨]
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲୋମିଟାପାଇଡ ଅନୁମୋଦିତ ହୋଇଥିଲା । [୩] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଦୈନିକ ୨୦ ମିଗ୍ରା ବିଶିଷ୍ଟ ୪ ସପ୍ତାହରେ ୧୭୮୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪]। ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୮,୬୦୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ "Juxtapid- lomitapide mesylate capsule". DailyMed. Archived from the original on 20 January 2021. Retrieved 27 January 2021.
- 1 2 3 4 5 6 7 8 "Lojuxta EPAR". European Medicines Agency (EMA). Archived from the original on 30 December 2020. Retrieved 27 January 2021.
- 1 2 "Lomitapide Monograph for Professionals". Drugs.com (in ଇଂରାଜୀ). Archived from the original on 22 January 2021. Retrieved 24 November 2021.
- 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 223. ISBN 978-0857114105.
- ↑ "Juxtapid Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 14 March 2016. Retrieved 24 November 2021.
ଚିକି