ଲୋଥଲ
Appearance
![]() | ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । |
ଲୋଥଲ (ଗୁଜରାଟୀ: લોથલ ) ଭାରତର ପଶ୍ଚିମ ଭାଗରେ ଅବସ୍ଥିତ ଗୁଜରାଟ ପୁରୁଣା ରାଜଧାନୀ ଅହମଦାବାଦଠାରୁ ଦକ୍ଷିଣ-ପଶ୍ଚିମ ଦିଗକୁ ୮୦କି.ମି ଦୂର ସରଗବାଲାଠାରେ ଅବସ୍ଥିତ । ଏହାର ଆବିଷ୍କାର ୧୯୫୪ ମସିହା ନଭେମ୍ବର ମାସରେ ହୋଇଥିଲା । ଲୋଥର ଶବ୍ଦର ଅର୍ଥ ମୃତ୍ୟୁ ହେଇଥିବାକୁ ବୁଝାଏ । ଲୋଥଲ କେନ୍ଦ୍ର ସରକାରଙ୍କଦ୍ୱାରା ପରିଚାଳିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ଏକ ପୁରାତନ ସଂସ୍କୃତିକ ସ୍ଥଳ । ଲୋଥଲକୁ ବହୁତ ପ୍ରାଚୀନ ବୋଲି କୁହାଯାଉଛି । ଏହାର ସମୟକାଳ ଖ୍ରୀ.ପୂ ୨୪୫୦ରୁ ଖ୍ରୀ.ପୂ ୧୯୦୦ ବୋଲି ଅନୁମାନ କରାଯାଏ ।
![](http://upload.wikimedia.org/wikipedia/commons/thumb/2/22/Archeological_Remains_at_the_Lower_Town_of_Lothal.jpg/220px-Archeological_Remains_at_the_Lower_Town_of_Lothal.jpg)
ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]![](http://upload.wikimedia.org/wikipedia/commons/thumb/4/4a/Commons-logo.svg/30px-Commons-logo.svg.png)
ଉଇକିମିଡ଼ିଆ କମନ୍ସରେ ଲୋଥଲ
ବାବଦରେ ମାଧ୍ୟମ ରହିଛି ।
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |