ଲେମ୍ବୋରେକ୍ସାଣ୍ଟ

ଉଇକିପିଡ଼ିଆ‌ରୁ
ଲେମ୍ବୋରେକ୍ସାଣ୍ଟ
Clinical data
Trade namesDayvigo
SynonymsE-2006
AHFS/Drugs.commonograph
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
Protein binding94%[୨]
MetabolismLiver (major: CYP3A4, minor: CYP3A5)[୨]
MetabolitesM10[୨]
Elimination half-life17–19 hours[୨]
ExcretionFeces: 57.4%[୨]
Urine: 29.1%[୨]
Identifiers
  • (1R,2S)-2-[(2,4-Dimethylpyrimidin-5-yl)oxymethyl]-2-(3-fluorophenyl)-N-(5-fluoropyridin-2-yl)cyclopropane-1-carboxamide
Chemical and physical data
FormulaC22H20F2N4O2
Molar mass୪୧୦.୪୨ g·mol−1
3D model (JSmol)
  • CC1=NC(=NC=C1OCC2(CC2C(=O)NC3=NC=C(C=C3)F)C4=CC(=CC=C4)F)C
  • InChI=1S/C22H20F2N4O2/c1-13-19(11-25-14(2)27-13)30-12-22(15-4-3-5-16(23)8-15)9-18(22)21(29)28-20-7-6-17(24)10-26-20/h3-8,10-11,18H,9,12H2,1-2H3,(H,26,28,29)/t18-,22+/m0/s1
  • Key:MUGXRYIUWFITCP-PGRDOPGGSA-N

ଲେମ୍ବୋରେକ୍ସାଣ୍ଟ, ଏକ ବେପାର ନାମ ଡେମ୍ବିଗୋ, ଏକ ଔଷଧ ଯାହା ନିଦ୍ରାହୀନତା ଯୋଗୁ ହେଉଥିବା ଅସୁବିଧା ପାଇଁ ବ୍ୟବହୃତ ହୁଏ ।[୨] ନିଦ ନ ହେବା ପାଇଁ ଓ ନିଦ ଆସିଯିବା ପାଇଁ ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ ହୋଇଯାଏ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସମନ୍ୱୟ ଅଭାବ, ପକ୍ଷାଘାତ, ନିଦ୍ରା ଅବସ୍ଥାରେ ଚାଲିବା, ଅପବ୍ୟବହାର ଏବଂ ଆତ୍ମହତ୍ୟା ପ୍ରବଣ ହୋଇପାରେ ।[୨] [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୪] ଏହା ଏକ ଓରେକ୍ସିନ ରିସେପ୍ଟର ବ୍ଲକର ଅଟେ ।[୨]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲେମ୍ବୋରେକ୍ସାଣ୍ଟ ଅନୁମୋଦିତ ହୋଇଥିଲା । [୨] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ମାସକୁ ଖର୍ଚ୍ଚ ପ୍ରାୟ ୩୨୦ ଡଲାର ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚୀତ ଚତୁର୍ଥ ନିୟନ୍ତ୍ରିତ ପଦାର୍ଥ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Dayvigo". Therapeutic Goods Administration (TGA). 23 July 2021. Archived from the original on 5 September 2021. Retrieved 5 September 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ "Dayvigo- lemborexant tablet, film coated". DailyMed. Archived from the original on 24 June 2021. Retrieved 17 June 2021.
  3. ୩.୦ ୩.୧ "Lemborexant Monograph for Professionals". Drugs.com (in ଇଂରାଜୀ). Archived from the original on 24 September 2020. Retrieved 21 November 2021.
  4. "Lemborexant (Dayvigo) Use During Pregnancy". Drugs.com (in ଇଂରାଜୀ). Archived from the original on 27 August 2021. Retrieved 21 November 2021.
  5. "Dayvigo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 21 November 2021.