Jump to content

ଲେକାନେମାବ

ଉଇକିପିଡ଼ିଆ‌ରୁ
ଲେକାନେମାବ
Monoclonal antibody
TypeWhole antibody
SourceHumanized
TargetBeta amyloid
Clinical data
Trade namesLeqembi
SynonymsBAN2401, lecanemab-irmb
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC6544H10088N1744O2032S46
Molar mass୧,୪୭,୧୮୧.୬୨ g·mol−1

ଲେକାନେମାବ (ଇଂରାଜୀ ଭାଷାରେ Lecanemab) , ବିକ୍ରୟ ନାମ ଲେକ୍ୱେମ୍ବି, ହେଉଛି ଆଲଜିମର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ସାମାନ୍ୟ ରୋଗ ହୋଇଥିଲେ ଏହା ବ୍ୟବହୃତ ହୁଏ ଓ ଏହା ଫଳରେ ଆମିଲଏଡ ପ୍ଲେକ୍ ହ୍ରାସ ହେବାର ଦେଖାଯାଏ ।[] ଏହି ଚିକିତ୍ସାର ଫଳ ଅର୍ଥପୂର୍ଣ୍ଣ ଦେଖାଯାଏ ନାହିଁ ।[] [] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଅନ୍ତର୍ନିଧାନ ବା ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ମସ୍ତିଷ୍କ ଫୁଲା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆମିଲଏଡ ସମ୍ବନ୍ଧୀୟ ଇମେଜିଙ୍ଗ୍ ଅସ୍ୱାଭାବିକତା (ARIA) ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଆମିଲଏଡ ବିଟା ସହିତ ସଂଲଗ୍ନ ହୋଇ କାର୍ଯ୍ୟକ୍ଷମ ହୁଏ ।[]

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲେକାନେମାବ ଅନୁମୋଦିତ ହୋଇଥିଲା ।[] ୨୦୨୩ରେ ଏହାର ନିର୍ମାତା ୟୁରୋପରେ ଅନୁମୋଦନ ପାଇଁ ଏକ ଅନୁରୋଧ କରିଥିଲେ ।[] ଏହା କାନାଡ଼ାରେ ଅନୁମୋଦିତ ନୁହେଁ | [] ୭୫ କିଲୋଗ୍ରାମ ବ୍ୟକ୍ତିଙ୍କ ପାଇଁ ଏହା ବାର୍ଷିକ ପ୍ରାୟ ୨୬,୫୦୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[]

  1. "Leqembi (lecanemab-irmb) injection, for intravenous use Initial U.S. Approval: 2023" (PDF). Eisai Inc. January 2023. Archived (PDF) from the original on 7 January 2023. Retrieved 7 January 2023.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "DailyMed - LEQEMBI- lecanemab injection, solution". dailymed.nlm.nih.gov. Archived from the original on 15 January 2023. Retrieved 12 January 2023.
  3. Mahase, Elisabeth (2022-12-01). "Lecanemab trial finds slight slowing of cognitive decline, but clinical benefits are uncertain". BMJ (in ଇଂରାଜୀ). 379: o2912. doi:10.1136/bmj.o2912. ISSN 1756-1833. PMID 36455963. Archived from the original on 2023-03-17. Retrieved 2023-06-17.
  4. ୪.୦ ୪.୧ Kolber, Michael. "#369 Remind me, do medications that target brain amyloid improve my dementia? – CFPCLearn". Archived from the original on 9 July 2024. Retrieved 9 July 2024.
  5. "Eisai submits MAA for lecanemab in Europe". European Pharmaceutical Review (in ଇଂରାଜୀ). Archived from the original on 11 January 2023. Retrieved 12 January 2023.
  6. "Eisai's Approach To U.S. Pricing For Leqembi (Lecanemab), a Treatment For Early Alzheimer's Disease, Sets Forth Our Concept Of "Societal Value Of Medicine" In Relation To "Price Of Medicine"" (Press release). Eisai Inc. 6 January 2023. Archived from the original on 7 January 2023. Retrieved 7 January 2023.