ଲିଙ୍କ ରୋଡ଼, କଟକ

Coordinates: 20°26′53″N 85°53′51″E / 20.448057°N 85.897464°E / 20.448057; 85.897464
ଉଇକିପିଡ଼ିଆ‌ରୁ

20°26′53″N 85°53′51″E / 20.448057°N 85.897464°E / 20.448057; 85.897464

ଦୂରରୁ ଲିଙ୍କ ରୋଡ଼ର ଦୃଶ୍ୟ

ଲିଙ୍କ ରୋଡ଼ ଓଡ଼ିଶାର କଟକ ନ‌ଗରରେ ଥିବା ଏକ ମୁଖ୍ୟ ସଡ଼କ । ଏହା ଏକ ପାଖରେ ଲିଙ୍କ ରୋଡ଼ ଛକରୁ ବାହାରି ଆର ପାଖରେ ବାଦାମ‌ବାଡ଼ି ଯାଏଁ ଲମ୍ବିଛି ।

ଲିଙ୍କ ରୋଡ଼ରେ ଯାତାୟତ କରୁଥିବା ଯାନବାହନ

ଲିଙ୍କ ରୋଡ଼ କଟକର ଗ‌ହଳିପୂର୍ଣ୍ଣ ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ସଡ଼କର ବିଭିନ୍ନ ପାଖରେ ଅନେକ ଦୋକାନ, ବ୍ୟାଙ୍କ ଓ ଅନେକ ସରକାରୀ ଅଫିସ ସୌଧମାନ ଯଥା: ଭାରତ ସଂଚାର ନିଗମ ଲିମିଟେଡ଼, ମଧୁପାଟଣା ପୁଲିସ ଥାନା[୧] ଓ ଭୋଜନାଳୟମାନ ରହିଛି । ଏହାର ଦୁଇପାଖରେ ଅନେକ ଅଫିସଘର ଓ ବ୍ୟାଙ୍କମାନ ମଧ୍ୟ ରହିଛି ।[୨]

ଅବସ୍ଥିତି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Madhuparna Police Station". Archived from the original on 6 March 2014. Retrieved 8 January 2014.
  2. "LIST OF DEALERS SELECTED FROM CUTTACK I RANGE FOR TAX AUDIT DURING 2011-12" (PDF). Commercial Tax Department, Odisha. Archived from the original (PDF) on 8 January 2014. Retrieved 8 January 2014.

ଅଧିକ ତଥ୍ୟ[ସମ୍ପାଦନା]