Jump to content

ଲିଓଟ୍ରିକ୍ସ

ଉଇକିପିଡ଼ିଆ‌ରୁ
ଲିଓଟ୍ରିକ୍ସ
Combination of
ThyroxineThyroid hormone
TriiodothyronineThyroid hormone
Clinical data
Trade namesThyrolar
AHFS/Drugs.commonograph
Pregnancy
category
  • US: A (No risk in human studies)
    Routes of
    administration
    By mouth
    Legal status
    Legal status

    ଲିଓଟ୍ରିକ୍ସ (ଇଂରାଜୀ ଭାଷାରେ Liotrix), ଅନ୍ୟମାନଙ୍କ ମଧ୍ୟରେ ଥାଇରୋଲାର ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଏହା ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ବା କମ୍ ଥାଇରଏଡ ଥିବା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯଦିଓ ଲିଭୋଥାଇରକ୍ସିନ ଅପେକ୍ଷା କମ୍ ପସନ୍ଦ କରାଯାଏ ।[] ଅନ୍ୟାନ୍ୟ ବ୍ୟବହାରରେ ଗଏଟର ସ‌ହିତ ଥାଇରଏଡ କାର୍ଯ୍ୟ ସାଧାରଣ ଥିଲେ ଏବଂ ଥାଇରଏଡ କର୍କଟ ଥିଲେ ଏହା ବ୍ୟବ‌ହାର କରାଯାଇପାରେ । ଏହା ପାଟିରେ ଦିଆଯାଏ ।

    ଏହା ଲେଭୋଥାଇରକ୍ସିନ (ଟି) ଏବଂ ଟ୍ରାଇଆଓଡୋଥାଇରୋନାଇନ (ଟି ) ଦ୍ୱୟର ଏକ ୪:୧ ମିଶ୍ରଣ ।

    1. "Liotrix Monograph for Professionals". Drugs.com (in ଇଂରାଜୀ). Archived from the original on 18 May 2021. Retrieved 23 November 2021.