Jump to content

ଲାସ୍ମିଡିଟାନ

ଉଇକିପିଡ଼ିଆ‌ରୁ
ଲାସ୍ମିଡିଟାନ
Clinical data
Trade namesReyvow
SynonymsCOL-144
AHFS/Drugs.commonograph
MedlinePlusa620015
data
Routes of
administration
By mouth
Legal status
Legal status
Identifiers
  • 2,4,6-Trifluoro-N-[6-[(1-methyl-4-piperidinyl)carbonyl]-2-pyridinyl]benzamide
Chemical and physical data
FormulaC19H18F3N3O2
Molar mass୩୭୭.୩୭ g·mol−1
3D model (JSmol)
  • CN1CCC(CC1)C(=O)C2=NC(=CC=C2)NC(=O)C3=C(C=C(C=C3F)F)F
  • InChI=1S/C19H18F3N3O2/c1-25-7-5-11(6-8-25)18(26)15-3-2-4-16(23-15)24-19(27)17-13(21)9-12(20)10-14(17)22/h2-4,9-11H,5-8H2,1H3,(H,23,24,27) ☒N
  • Key:XEDHVZKDSYZQBF-UHFFFAOYSA-N ☒N
  (verify)

ଲାସ୍ମିଡିଟାନ, ରେସିଭୋ ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଅଧକପାଳି ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ପ୍ରତିଷେଧ ପାଇଁ ଏହା ଉପଯୋଗୀ ନୁହେଁ ।[] ଏହା ପାଟିରେ ଦିଆଯାଏ ।[] ସୁମାଟ୍ରିପଟାନ ଅପେକ୍ଷା ଏହା କମ୍ ପ୍ରଭାବଶାଳୀ ଏବଂ ମହଙ୍ଗା ଅଟେ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଥକାପଣ ଏବଂ କାଲୁଆ ଲାଗିବା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେରୋଟୋନିନ ସିଣ୍ଡ୍ରୋମ, ଅତ୍ୟଧିକ ଔଷଧ ବ୍ୟବହାର ଜନିତ ମୁଣ୍ଡବିନ୍ଧା ଏବଂ ଖରାପ ସମନ୍ୱୟ ହୋଇପାରେ ।[] ଏହା ଅପବ୍ୟବହାର କଲେ କମ୍ ବିପଦ ଥାଏ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ୫-ଏଚଟି୧ଏଫ (5-HT1F) ରିସେପ୍ଟର ବା ଗ୍ରହକ ସକ୍ରିୟକ ।[]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲାସ୍ମିଡିଟାନ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୧୦୦ ମିଗ୍ରା ମାତ୍ରାର ମୁଲ୍ୟ ପ୍ରାୟ ୮୩ ଡଲାର ଖର୍ଚ୍ଚ ହୋଇଥାଏ ।[] ୨୦୨୧ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ଉପଲବ୍ଧ ନୁହେଁ ।[]

  1. "2020 - Placement of Lasmiditan in Schedule V". DEA Diversion Control Division. 31 January 2020. Archived from the original on 31 January 2020. Retrieved 31 January 2020.
  2. 1 2 3 4 5 6 "Lasmiditan Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 21 November 2021.
  3. 1 2 "Lasmiditan". SPS - Specialist Pharmacy Service. 30 December 2015. Archived from the original on 21 November 2021. Retrieved 21 November 2021.
  4. 1 2 3 "Reyvow- lasmiditan tablet". DailyMed. 11 October 2019. Archived from the original on 25 November 2020. Retrieved 15 November 2019.
  5. "Reyvow Prices and Reyvow Coupons - GoodRx". GoodRx. Retrieved 21 November 2021.