ଲାତୁର୍

ଉଇକିପିଡ଼ିଆ‌ରୁ
Latur

लातूर

Lattalur, Ratnapur
City
Country India
StateMaharashtra
RegionNanded division
DistrictLatur
SettledPossibly 7th century AD
ସରକାର
 • ପରିଚାଳନାLatur Municipal Corporation
 • MayorAkhtar Shaikh
କ୍ଷେତ୍ରଫଳ
 • ମୋଟ117.78 km2 (45.48 sq mi)
କ୍ଷେତ୍ରଫଳ କ୍ରମାଙ୍କ89
Elevation
515 m (1,690 ft)
ଜନସଂଖ୍ୟା
 (2011)
 • ମୋଟ୩୮୨,୭୫୪
 • କ୍ରମାଙ୍କ89th
 • ଘନତା3,200/km2 (8,400/sq mi)
Demonym(s)Laturkar
Languages
 • OfficialMarathi
 • OtherHindi, Urdu
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
  • 413 512
  • 413 531
Telephone code91-2382
ଗାଡ଼ି ପଞ୍ଜିକରଣMH-24
Sex ratio923.54 /1000
Literacy89.67
Distance from Mumbai497 kilometres (309 mi) E (land)
Distance from Hyderabad337 kilometres (209 mi) NW (land)
Distance from Aurangabad, Maharashtra294 kilometres (183 mi) SE (land)
ClimateBSh (Köppen)
Precipitation666 millimetres (26.2 in)
Avg. summer temperature41 °C (106 °F)
Avg. winter temperature13 °C (55 °F)
http://www.citypopulation.de/world/Agglomerations.html


ଲାତୁର୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଲତୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ଲାତୁର୍ ୧୮.୩୯୯୫ ଉତ୍ତର ଅକ୍ଷାଂଶ ଓ ୭୬.୫୮୪୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତ୍ତନଠାରୁ ଏହା ୨୦୭୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲାତୁର୍ ସହରର ମୋଟ ଜନସଂଖ୍ୟା ୩୫୭୮୬ ଅଟେ ।[୩] ସେଥି ମଧ୍ୟରୁ ୫୨.୮୧% ଜଣ ପରୁଷ ହୋଇଥିବା ବେଳେ ୪୭.୧୯% ଜଣ ନାରୀ ଅଟନ୍ତି । ଲାତୁର୍ର ସାକ୍ଷରତା ହାର ୬୮.୬୭% ଅଟେ । ଏହା ଜାତୀୟ ହାରଠାରୁ -୩.୮୩% ପ୍ରତିଶତ କମ ଅଟେ । ସେଥିରୁ ୪୦.୦୨% ପ୍ରତିଶତ ପୁରୁଷ ଓ ୨୮.୬୪% ନାରୀ ଅଟନ୍ତି । ୧୪.୩୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ମରାଠୀ ଲାତୁର୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Gazetteers Department - lATUR". maharashtra.gov.in (Government of Maharashtra). Retrieved 2007-02-27.[dead link]
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]