ଲଖି ସ୍ୱାଇଁ
ଲାଖି ସ୍ୱାଇଁ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତ |
ବୈବାହିକ-ସାଥୀ | ରମେଶ ସ୍ୱାଇଁ |
ପୁରସ୍କାର | ଆନ୍ତର୍ଜାତୀୟ ଟ୍ରଫି, ୬ଷ୍ଟ ବାଲାଣ୍ଟିନ ଟିମ-ଆମ ଗଲ୍ଫ ଚ୍ୟାଲେଞ୍ଜ, ଜାକର୍ତା, ଇଣ୍ଡୋନେସିଆ |
ଲାଖି ସ୍ୱାଇଁ (ଇଂରାଜୀ: Lakhi Swain) ଜଣେ ଭାରତୀୟ ଗଲ୍ଫ ଖେଳାଳୀ । ୨୦୧୫ ମସିହା ସେପ୍ଟେମ୍ବର ୮-୧୦ ଭିତରେ ଜାକର୍ତ୍ତାଠାରେ ହୋଇଥିବା ଗଲ୍ଫ ପ୍ରତିଯୋଗିତା ୬ଷ୍ଟ ବାଲାଣ୍ଟିନ ଟିମ-ଆମ ଗଲ୍ଫ ଚ୍ୟାଲେଞ୍ଜରେ ସେ ତାଙ୍କ ପ୍ରଥମ ଟୁର୍ଣ୍ଣାମେଣ୍ଟ ଜିତି ଆନ୍ତର୍ଜାତୀୟ ଟ୍ରଫି ଲାଭ କରିଥିଲେ । ଗଲ୍ଫ ଖେଳରେ ଆନ୍ତର୍ଜାତୀୟ ଟ୍ରଫି ଜିତିବାରେ ସେ ପ୍ରଥମ ଓଡ଼ିଆ ମହିଳା । ଏହା ଥିଲା ସ୍ୱାଇଁଙ୍କ ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା ।[୧]
ପାରିବାରିକ ଜୀବନ
[ସମ୍ପାଦନା]ଅନ୍ୟତମ ଓଡ଼ିଆ ଗଲ୍ଫ ଖେଳାଳୀ ରମେଶ ସ୍ୱାଇଁ ଲାଖି ସ୍ୱାଇଁଙ୍କ ସ୍ୱାମୀ । ସେ ଭୁବନେଶ୍ୱରଠାରେ ବାସ କରନ୍ତି ।[୨]
କ୍ରୀଡ଼ା ଜୀବନ
[ସମ୍ପାଦନା]ସ୍ୱାଇଁ ଭୁବନେଶ୍ୱର ଗଲ୍ଫ କ୍ଲବର ଜଣେ ସଦସ୍ୟ ।[୨]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]୨୦୧୫ ମସିହା ସେପ୍ଟେମ୍ବର ୮-୧୦ ଭିତରେ ଜାକର୍ତ୍ତାଠାରେ ହୋଇଥିବା ଗଲ୍ଫ ପ୍ରତିଯୋଗିତା ୬ଷ୍ଟ ବାଲାଣ୍ଟିନ ଟିମ-ଆମ ଗଲ୍ଫ ଚ୍ୟାଲେଞ୍ଜରେମୋଟ ବ୍ୟକ୍ତିଗତ ଏନିଟି ଷ୍ଟେବଲଫୋର୍ଡ଼ (Overall Individual NET Stableford) ଶ୍ରେଣୀରେ ଖେଳି ସେ ୬ଷ୍ଟ ବାଲାଣ୍ଟିନ ଟିମ-ଆମ ଗଲ୍ଫ ଚ୍ୟାଲେଞ୍ଜରେ ସେ ତାଙ୍କ ପ୍ରଥମ ଟୁର୍ଣ୍ଣାମେଣ୍ଟ ଜିତିଥିଲେ । ତିନିଦିନ ଧରି ଚାଲିଥିବା ତିନୋଟି ରାଉଣ୍ଡରେ ୯୭ ପଏଣ୍ଟ ହାସଲ କରି ସେ ଏହି ସମ୍ମାନ ଲାଭକରିଥିଲେ ।[୧][୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Lakhi Swain first woman golfer from Odisha to win international trophy". Odisha Sun Times. 18 September 2015. Retrieved 22 September 2015.
- ↑ ୨.୦ ୨.୧ Panda, Namita (28 November 2012). "Share on email Share on print Share on facebook Share on twitter More Sharing Services Different strokes, one goal". The Telegraph. Retrieved 22 September 2015.
- ↑ "Debutant Odia Golfer Lakhi Swain wins International Trophy". odishanewsinsight.com. 18 September 2015. Retrieved 22 September 2015.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |