ଲକ୍ଷ୍ମଣଗଡ଼
ଦେଖଣା
Lachhmangarh | |
---|---|
ଦେଶ | India |
ରାଜ୍ୟ | ରାଜସ୍ଥାନ |
ଜିଲ୍ଲା | ସିକର୍ |
Elevation | 830[୧] m ( Formatting error: invalid input when rounding ft) |
Population (2001)[୧] | |
• Total | ୪୭,୨୮୮ |
ଭାଷା | |
• ସରକାରୀ | ହିନ୍ଦୀ |
Time zone | UTC+5:30 (IST) |
ଲକ୍ଷ୍ମଣଗଡ଼ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ସିକର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଲକ୍ଷ୍ମଣଗଡ଼ ୨୭.୩୬୩୫ ଉତ୍ତର ଅକ୍ଷାଂଶ ଓ ୭୬.୮୫୮୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲକ୍ଷ୍ମଣଗଡ଼ ସହରର ମୋଟ ଜନସଂଖ୍ୟା ୪୭୨୮୮ ଅଟେ ।[୨] ସେଥି ମଧ୍ୟରୁ ୫୧.୯୯% ଜଣ ପରୁଷ ହୋଇଥିବା ବେଳେ ୪୮.୦୧% ଜଣ ନାରୀ ଅଟନ୍ତି । ଲକ୍ଷ୍ମଣଗଡ଼ର ସାକ୍ଷରତା ହାର ୫୯.୩୬% ଅଟେ । ଏହା ଜାତୀୟ ହାରଠାରୁ ୫.୪୮% ପ୍ରତିଶତ କମ ଅଟେ । ସେଥିରୁ ୩୬.୬୩% ପ୍ରତିଶତ ପୁରୁଷ ଓ ୨୨.୭୩% ନାରୀ ଅଟନ୍ତି । ୧୭.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଲକ୍ଷ୍ମଣଗଡ଼ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.