Jump to content

ରୋମିପ୍ଲୋଷ୍ଟିମ

ଉଇକିପିଡ଼ିଆ‌ରୁ
ରୋମିପ୍ଲୋଷ୍ଟିମ
Clinical data
Trade namesNplate, Romiplate
SynonymsAMG531
AHFS/Drugs.commonograph
MedlinePlusa609008
data
Pregnancy
category
    Routes of
    administration
    Subcutaneous
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    Pharmacokinetic data
    Elimination half-life1 to 34 days
    Identifiers
    • L-methionyl[human immunogloblin heavy constant gamma 1-(227 C-terminal residues)-peptide (Fc fragment)] fusion protein with 41 amino acids peptide, (7-7′:10,10′)-bisdisulfide dimer
    Chemical and physical data
    FormulaC2634H4086N722O790S18
    Molar mass୫୯,୦୮୫.୦୧ g·mol−1
      (verify)

    ରୋମିପ୍ଲୋଷ୍ଟିମ, ଅନ୍ୟମାନଙ୍କ ମଧ୍ୟରେ ଏନପ୍ଲେଟ (Nplate) ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଇମ୍ୟୁନ ଥ୍ରୋମ୍ବୋସାଇଟୋପେନିକ୍ ପୁରପୁରା (ଆଇଟିପି) ଏବଂ ତୀବ୍ର ବିକିରଣ ସିଣ୍ଡ୍ରୋମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଆଇଟିପିରେ ଏହା ବ୍ୟବ‌ହାର କରାଯାଇପାରେ ଯେତେବେଳେ କର୍ଟିକୋଷ୍ଟିରଏଡ, ଇମ୍ୟୁନୋଗ୍ଲୋବୁଲିନ, କିମ୍ବା ସ୍ପ୍ଲେନେକ୍ଟୋମି ଫଳପ୍ରଦ ହୁଏନି ।[୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ଶୋଇବାରେ ଅସୁବିଧା, ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ଥକାପଣ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ କର୍କଟ, ରକ୍ତ ଜମାଟ ବାନ୍ଧିବା ଏବଂ ଅସ୍ଥି ମଜ୍ଜା ଫାଇବ୍ରୋସିସ୍ ହୋଇପାରେ | [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଥ୍ରୋମ୍ବୋପଏଟିନ ରିସେପ୍ଟରକୁ ସକ୍ରିୟ କରି ଏହା ପ୍ଲାଟେଲେଟ୍ ଉତ୍ପାଦନକୁ ସକ୍ରିୟ କରିଥାଏ ଓ ଏହା ଫଳରେ ଏହା କାର୍ଯ୍ୟକ୍ଷମ ହୁଏ ।[୪]

    ୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରୋମିପ୍ଲୋଷ୍ଟିମ ଅନୁମୋଦିତ ହୋଇଥିଲା ।[୪] [୧] ଯୁକ୍ତରାଜ୍ୟରେ ଏକ ୧୨୫ ମାଇଗ୍ରା ବିଶିଷ୍ଟ ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୨୪୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୧୦୦ ଡଲାର ଅଟେ ।[୬]

    1. 1 2 3 4 "Romiplostim Monograph for Professionals". Drugs.com (in ଇଂରାଜୀ). Archived from the original on 16 September 2021. Retrieved 18 October 2021.
    2. 1 2 3 "DailyMed - NPLATE- romiplostim injection, powder, lyophilized, for solution". dailymed.nlm.nih.gov. Archived from the original on 16 September 2021. Retrieved 18 October 2021.
    3. ↑ "Romiplostim (Nplate) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 18 October 2021.
    4. 1 2 "Nplate". Archived from the original on 3 March 2021. Retrieved 18 October 2021.
    5. ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1096. ISBN 978-0-85711-369-6.{{cite book}}: CS1 maint: date format (link)
    6. ↑ "Nplate Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 18 October 2021.