ରେୱାରି
Appearance
Rewari
रेवाड़ी ਰੇਵਾੜੀ | |
---|---|
city | |
Country | India |
State | Haryana |
District | Rewari |
Elevation | 245 m (804 ft) |
Population (2011/3/1)[୧] | |
• Total | ୧,୪୩,୦୨୧ |
• Density | 483/km2 (1,250/sq mi) |
Languages | |
• Official | Hindi, Punjabi |
Time zone | UTC+5:30 (IST) |
PIN | 123401 |
Telephone code | 01274 |
Sex ratio | 899 ♂/♀ |
Website | rewari |
ରେୱାରି ଏକ ଭାରତୀୟ ସହର ଅଟେ । ଏହା ହରିଆଣାର ରେୱରି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ରେୱାରି ୨୮.୧୯୯୦ ଉତ୍ତର ଅକ୍ଷାଂଶ ଓ ୭୬.୬୧୮୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରେୱାରି ସହରର ମୋଟ ଜନସଂଖ୍ୟା ୧୨୦୧୬ ଅଟେ ।[୩] ସେଥି ମଧ୍ୟରୁ ୫୨.୯୯% ଜଣ ପରୁଷ ହୋଇଥିବା ବେଳେ ୪୭.୦୧% ଜଣ ନାରୀ ଅଟନ୍ତି । ରେୱାରିର ସାକ୍ଷରତା ହାର ୬୫.୮୫% ଅଟେ । ଏହା ଜାତୀୟ ହାରଠାରୁ -୧.୦୧% ପ୍ରତିଶତ କମ ଅଟେ । ସେଥିରୁ ୪୦.୧୯% ପ୍ରତିଶତ ପୁରୁଷ ଓ ୨୫.୬୭% ନାରୀ ଅଟନ୍ତି । ୧୫.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ରେୱାରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.