ରେମୋ ଡି'ସୁଜା

ଉଇକିପିଡ଼ିଆ ରୁ
Jump to navigation Jump to search
ରେମୋ ଡି'ସୁଜା
Remo d souza did final.jpg
ଜନ୍ମ ଓ ଜନ୍ମସ୍ଥାନ
Ramesh Gopi Nair

(1972-04-02) 2 April 1972 (age 47)
ଜାତୀୟତାIndian
ଜୀବିକାFilm Actor, Director, Choreographer
କାର୍ଯ୍ୟକାଳ1995–present
ଜୀବନସାଥିLizelle D'Souza
ସନ୍ତାନDruv
Gabriel
ବାପା ବୋଉGopi Nair
Madhaviyamma

ରେମୋ ଡି'ସୁଜା (ଜନ୍ମ ନାମ ରମେଶ ଗୋପି ନାଏର , [୨] ଜନ୍ମ ୨ ଅପ୍ରେଲ ୧୯୭୨) ଜଣେ ଭାରତୀୟ କଳାକାର , ନୃତ୍ୟକାର, ନୃତ୍ୟ ନିର୍ଦ୍ଦେଶକ, ଅଭିନେତା , ଯଦିଓ ସେ ନୃତ୍ୟ ନିର୍ଦ୍ଦେଶନାରେ ଅଧିକ ଜଡିତ ,ଏହା ସତ୍ତ୍ୱେ ବି ସେ ହିନ୍ଦି ଚଳଚ୍ଚିତ୍ର ତଥା ବଙ୍ଗାଳି ଚଳଚ୍ଚିତ୍ରରେ ଅବଦାନ କରିଛନ୍ତି । ସେ ଝଲକ ଦିଖଲାଜା ନାମକ ଏକ ଶୋରେ ଅଭିନେତ୍ରୀ ମାଧୁରୀ ଦୀଖିତ ଏବଂ ନିର୍ଦ୍ଦେଶକ କରନ ଜୋହାରଙ୍କ ସହିତ ବିଚାରକ ଥିଲେ । ସେ ଏବେ ସ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଏକ ନୃତ୍ୟ ଶୋରେ ଧର୍ମେଶ ୟେଲେଣ୍ଡେ, ଶକ୍ତି ମୋହନ ଏବଂ ପୁନିତ ପାଠକଙ୍କ ସହିତ ସୁପର୍ ବିଚାରକ ଅଛନ୍ତି ।

ଆଧାର[ସମ୍ପାଦନା]

  1. Remo D'Souza (26 December 2013) (in Hindi). Ninth Episode: Remo D'Souza (Video). Asian Paints' Har Ghar Kucch Kehta Hai [Asian Paints' Every Home Has a Tale to Tell]. Event occurs at 1:00. https://www.youtube.com/watch?v=O3DsH5VXh3Q. Retrieved 7 August 2016. 
  2. "Do you know Remo D'Souza's real name?". The Times of India. Asian News International. 23 March 2014. Retrieved 12 November 2014.