ରେମୋ ଡି'ସୁଜା

ଉଇକିପିଡ଼ିଆ‌ରୁ
ରେମୋ ଡି'ସୁଜା
ଜନ୍ମ
Ramesh Gopi Nair

(1972-04-02) ୨ ଅପ୍ରେଲ ୧୯୭୨ (ବୟସ ୫୨)
ଜାତୀୟତାIndian
ବୃତ୍ତି(ସମୂହ)Film Actor, Director, Choreographer
ସକ୍ରିୟ ବର୍ଷ1995–present
ବୈବାହିକ-ସାଥୀLizelle D'Souza
ସନ୍ତାନDruv
Gabriel
ପିତାମାତା(s)Gopi Nair
Madhaviyamma

ରେମୋ ଡି'ସୁଜା (ଜନ୍ମ ନାମ ରମେଶ ଗୋପି ନାଏର , [୨] ଜନ୍ମ ୨ ଅପ୍ରେଲ ୧୯୭୨) ଜଣେ ଭାରତୀୟ କଳାକାର , ନୃତ୍ୟକାର, ନୃତ୍ୟ ନିର୍ଦ୍ଦେଶକ, ଅଭିନେତା , ଯଦିଓ ସେ ନୃତ୍ୟ ନିର୍ଦ୍ଦେଶନାରେ ଅଧିକ ଜଡ଼ିତ ,ଏହା ସତ୍ତ୍ୱେ ବି ସେ ହିନ୍ଦୀ ଚଳଚ୍ଚିତ୍ର ତଥା ବଙ୍ଗାଳି ଚଳଚ୍ଚିତ୍ରରେ ଅବଦାନ କରିଛନ୍ତି । ସେ ଝଲକ ଦିଖଲାଜା ନାମକ ଏକ ଶୋରେ ଅଭିନେତ୍ରୀ ମାଧୁରୀ ଦୀଖିତ ଏବଂ ନିର୍ଦ୍ଦେଶକ କରନ ଜୋହାରଙ୍କ ସହିତ ବିଚାରକ ଥିଲେ । ସେ ଏବେ ସ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଏକ ନୃତ୍ୟ ଶୋରେ ଧର୍ମେଶ ୟେଲେଣ୍ଡେ, ଶକ୍ତି ମୋହନ ଏବଂ ପୁନିତ ପାଠକଙ୍କ ସହିତ ସୁପର୍ ବିଚାରକ ଅଛନ୍ତି ।

ଆଧାର[ସମ୍ପାଦନା]

  1. Remo D'Souza (26 December 2013). Ninth Episode: Remo D'Souza. YouTube (Video). Asian Paints' Har Ghar Kucch Kehta Hai [Asian Paints' Every Home Has a Tale to Tell] (in Hindi). Event occurs at 1:00. Retrieved 7 August 2016.{{cite AV media}}: CS1 maint: unrecognized language (link)
  2. "Do you know Remo D'Souza's real name?". The Times of India. Asian News International. 23 March 2014. Retrieved 12 November 2014.