Jump to content

ରେଟାପାମୁଲିନ

ଉଇକିପିଡ଼ିଆ‌ରୁ
ରେଟାପାମୁଲିନ
Clinical data
Trade namesAltabax, Altargo
AHFS/Drugs.commonograph
MedlinePlusa607049
data
Pregnancy
category
  • US: B (No risk in non-human studies)
Routes of
administration
Topical (ointment)
Legal status
Legal status
Pharmacokinetic data
BioavailabilityLow
Protein binding94%
MetabolismLiver, CYP3A4-mediated
Elimination half-lifeUndetermined
ExcretionUndetermined
Identifiers
  • (3aS,4R,5S,6S,8R,9R,9aR,10R)-6-ethenyl-5-hydroxy-4,6,9,10-tetramethyl-1-oxodecahydro-3a,9-propano-3aH-cyclopenta[8]annulen-8-yl{[(1R,3s,5S)-8-methyl-8-azabicyclo[3.2.1]oct-3-yl]sulfanyl}acetate
ECHA InfoCard100.167.142 Edit this at Wikidata
Chemical and physical data
FormulaC30H47NO4S
Molar mass୫୧୭.୭୭ g·mol−1
3D model (JSmol)
  • C[C@@H]1CC[C@@]23CCC(=O)[C@H]2[C@@]1([C@@H](C[C@@]([C@H]([C@@H]3C)O)(C)C=C)OC(=O)CS[C@@H]4C[C@H]5CC[C@@H](C4)N5C)C
  • InChI=1S/C30H47NO4S/c1-7-28(4)16-24(35-25(33)17-36-22-14-20-8-9-21(15-22)31(20)6)29(5)18(2)10-12-30(19(3)27(28)34)13-11-23(32)26(29)30/h7,18-22,24,26-27,34H,1,8-17H2,2-6H3/t18-,19+,20-,21+,22-,24-,26+,27+,28-,29+,30+/m1/s1 ☒N
  • Key:STZYTFJPGGDRJD-NHUWBDDWSA-N ☒N
  (verify)

ରେଟାପାମୁଲିନ (ଇଂରାଜୀ ଭାଷାରେ Retapamulin), ଆଲଟାବାକ୍ସ ଏହାର ଏକ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଜୀବାଣୁ ଜନିତ ଚର୍ମସ୍ଫୋଟ ବା ଇମ୍ପେଟିଗୋ ସଂକ୍ରମଣ ରୋଗର ଚିକିତ୍ସା ପାଇଁ ଚର୍ମରେ ବ୍ୟବ‌ହୃତ ହୁଏ ।[୧] ଏହା ଏମଆରଏସଏ (MRSA) ବିରୁଦ୍ଧରେ ଉପଯୋଗୀ ନୁହେଁ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏହା ବ୍ୟବହୃତ ସ୍ଥାନରେ ଉତ୍ତେଜନା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ପରି ଆଲର୍ଜି ପ୍ରତିକ୍ରିୟା ହୋଇପାରେ | [୧] ଏହା ସାଧାରଣତଃ ଜୀବାଣୁ ରାଇବୋସୋମକୁ ପ୍ରତିରୋଧ କରି ଜୀବାଣୁ ବୃଦ୍ଧିକୁ ବନ୍ଦ କରିବାକୁ ସକ୍ଷମ ହୁଏ ।[୧]

୨୦୦୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ରେଟାପାମୁଲିନ ଅନୁମୋଦିତ ହୋଇଥିଲା ।[୧] [୨] ଅବଶ୍ୟ ଏହା ୨୦୧୯ ରେ ୟୁରୋପ ବଜାରରୁ ପ୍ରତ୍ୟାହାର କରାଯାଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୫ ଗ୍ରାମର ୧% ବିଶିଷ୍ଟ କ୍ରିମର ମୂଲ୍ୟ ପ୍ରାୟ ୩୨୫ ଡଲାର ଥିଲା ।[୩] ଏହା ମୂଳତଃ ଏକ କବକରୁ ତିଆରି ହୋଇଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Retapamulin Monograph for Professionals". Drugs.com (in ଇଂରାଜୀ). Archived from the original on 6 August 2020. Retrieved 21 July 2021.
  2. ୨.୦ ୨.୧ "Altargo". Archived from the original on 9 April 2021. Retrieved 21 July 2021.
  3. "Retapamulin Prices, Coupons & Savings Tips - GoodRx". GoodRx. Retrieved 21 July 2021.
  4. Hartman-Adams, Holly; Banvard, Christine; Juckett, Gregory (15 August 2014). "Impetigo: Diagnosis and Treatment". American Family Physician. 90 (4): 229–235. ISSN 0002-838X. Archived from the original on 24 May 2021. Retrieved 21 July 2021.