ରେଟାପାମୁଲିନ
ଦେଖଣା
Clinical data | |
---|---|
Trade names | Altabax, Altargo |
AHFS/Drugs.com | monograph |
MedlinePlus | a607049 |
data |
|
Pregnancy category |
|
Routes of administration | Topical (ointment) |
Legal status | |
Legal status | |
Pharmacokinetic data | |
Bioavailability | Low |
Protein binding | 94% |
Metabolism | Liver, CYP3A4-mediated |
Elimination half-life | Undetermined |
Excretion | Undetermined |
Identifiers | |
| |
ECHA InfoCard | 100.167.142 |
Chemical and physical data | |
Formula | C30H47NO4S |
Molar mass | ୫୧୭.୭୭ g·mol−1 |
3D model (JSmol) | |
| |
| |
(verify) |
ରେଟାପାମୁଲିନ (ଇଂରାଜୀ ଭାଷାରେ Retapamulin), ଆଲଟାବାକ୍ସ ଏହାର ଏକ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଜୀବାଣୁ ଜନିତ ଚର୍ମସ୍ଫୋଟ ବା ଇମ୍ପେଟିଗୋ ସଂକ୍ରମଣ ରୋଗର ଚିକିତ୍ସା ପାଇଁ ଚର୍ମରେ ବ୍ୟବହୃତ ହୁଏ ।[୧] ଏହା ଏମଆରଏସଏ (MRSA) ବିରୁଦ୍ଧରେ ଉପଯୋଗୀ ନୁହେଁ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏହା ବ୍ୟବହୃତ ସ୍ଥାନରେ ଉତ୍ତେଜନା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ପରି ଆଲର୍ଜି ପ୍ରତିକ୍ରିୟା ହୋଇପାରେ | [୧] ଏହା ସାଧାରଣତଃ ଜୀବାଣୁ ରାଇବୋସୋମକୁ ପ୍ରତିରୋଧ କରି ଜୀବାଣୁ ବୃଦ୍ଧିକୁ ବନ୍ଦ କରିବାକୁ ସକ୍ଷମ ହୁଏ ।[୧]
୨୦୦୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ରେଟାପାମୁଲିନ ଅନୁମୋଦିତ ହୋଇଥିଲା ।[୧] [୨] ଅବଶ୍ୟ ଏହା ୨୦୧୯ ରେ ୟୁରୋପ ବଜାରରୁ ପ୍ରତ୍ୟାହାର କରାଯାଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୫ ଗ୍ରାମର ୧% ବିଶିଷ୍ଟ କ୍ରିମର ମୂଲ୍ୟ ପ୍ରାୟ ୩୨୫ ଡଲାର ଥିଲା ।[୩] ଏହା ମୂଳତଃ ଏକ କବକରୁ ତିଆରି ହୋଇଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Retapamulin Monograph for Professionals". Drugs.com (in ଇଂରାଜୀ). Archived from the original on 6 August 2020. Retrieved 21 July 2021.
- ↑ ୨.୦ ୨.୧ "Altargo". Archived from the original on 9 April 2021. Retrieved 21 July 2021.
- ↑ "Retapamulin Prices, Coupons & Savings Tips - GoodRx". GoodRx. Retrieved 21 July 2021.
- ↑ Hartman-Adams, Holly; Banvard, Christine; Juckett, Gregory (15 August 2014). "Impetigo: Diagnosis and Treatment". American Family Physician. 90 (4): 229–235. ISSN 0002-838X. Archived from the original on 24 May 2021. Retrieved 21 July 2021.