Jump to content

ରୂପାଲି ଭୋସଲେ

ଉଇକିପିଡ଼ିଆ‌ରୁ
ରୂପାଲି ଭୋସଲେ
Bhosale at sunshine colony
ସନ୍‌ସାଇନ୍ କଲୋନୀରେ ଭୋସଲେ
ଜନ୍ମ (1983-12-29) ୨୯ ଡିସେମ୍ବର ୧୯୮୩ (ବୟସ ୪୦)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୭ – ଏବେଯାଏଁ
ବୈବାହିକ-ସାଥୀ
ମିଲିନ୍ଦ ସିନ୍ଧେ
(m. ୨୦୧୨; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ଜୀବନସାଥୀଅନିକେତ ମାଗାରେ (୨୦୨୦–୨୦୨୧)

ରୂପାଲି ଭୋସଲେ ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ।[] ସେ ମୁଖ୍ୟତଃ ମରାଟୀ ଓ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଷ୍ଟାର୍ ପ୍ରଭାରେ ପ୍ରସାରିତ ଧାରାବାହିକ ଆଇ କୁଠେ କାଏ କାରତେରେ ସଞ୍ଜନା ଭୂମିକା ପାଇଁ ଏବଂ ସୋନି ସବ୍‌ରେ ପ୍ରସାରିତ ଧାରାବାହିକ ବଡ଼ି ଦୂର୍ ସେ ଆୟେ ହୈରେ ବର୍ଷା ଘୋଟାଲା ଭୂମିକା ପାଇଁ ସେ ଜଣାଶୁଣା । ୨୦୧୯ ମସିହାରେ, ସେ ବିଗ୍ ବସ୍ ମରାଠୀର ୨ୟ ସଂସ୍କରଣରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।[][]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୧୯୮୩ ମସିହାର ଡିସେମ୍ବର ୨୯ ତାରିଖରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରକାଶ ଭୋସଲେ ।[] ସେ ମିଲିନ୍ଦ ସିନ୍ଧେଙ୍କୁ ବିବାହ କରିଥିଲେ ଏବଂ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଅନିକେତ ମାଗାରେଙ୍କ ସହିତ ୨୦୨୦ରୁ ୨୦୨୧ ଯାଏଁ ତାଙ୍କର ସମ୍ପର୍କ ଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]

ମରାଠୀ କାର୍ଯ୍ୟକ୍ରମ ମନ ଉଡ଼ାନ ବାରେଚେ, ଦୋଁ କିନାରେ ଦୋଘି ଅପାନକନ୍ୟାଦାନ ଆଦି ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ୨୦୦୭ ମସିହାରେ, ସେ ହିନ୍ଦୀ କଥାଚିତ୍ର ରିସ୍କ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭାଷା ଚ୍ୟାନେଲ ମନ୍ତବ୍ୟ
୨୦୦୬ ମହାସଂଗ୍ରାମ ହିନ୍ଦୀ ଡିଡି ନ୍ୟାସ୍‌ନାଲ୍ ଅଭିନୀତ ପ୍ରଥମ କଥାଚିତ୍ର
୨୦୦୭ ହ୍ୟା ଗୋଜିର୍ବାନ୍ୟା ଘାରତ ମରାଠୀ ଇଟିଭି ମରାଠୀ
୨୦୦୮ ବାହିନିସାହେବ ଜୀ ମରାଠୀ
ଟି ଟାଇମ୍ ଡିଡି ସାହ୍ୟାଦ୍ରି
୨୦୦୯ ଆୟୁଷମାନ ଭବ ହିନ୍ଦୀ ଡିଡି ନ୍ୟାସ୍‌ନାଲ୍
ତୁଝେ ମାଝେ ଜମେନା ମରାଠୀ ଡିଡି ସାହ୍ୟାଦ୍ରି
କୁଲ୍ୱଧୁ ଜୀ ମରାଠୀ
୨୦୦୯-୨୦୧୧ ମ୍ୟାନ୍ ଉଧାନ୍ ବାର୍ୟାଚେ ଷ୍ଟାର୍ ପ୍ରଭା
୨୦୧୦ ଗାନେ ତୁମଚେ ଆମଚେ ଇଟିଭି ମରାଠୀ
୨୦୧୧-୨୦୧୨ ଦିଲ୍ୟା ଘରି ତୁ ସୁଖି ରାହା ଜୀ ମରାଠୀ
୨୦୧୨ ଡନ୍ କିନାରା ଦୋଘି ଆପାନ ଷ୍ଟାର୍ ପ୍ରଭା
ଏକା ପେକ୍ଷ ଏକ - ଅପସରା ଆଲି ଜୀ ମରାଠୀ Contestant[]
୨୦୧୩ କନ୍ୟାଦାନ ମି ମରାଠୀ
ଶେଜାରି ଶେଜାରି ପକ୍କେ ଶେଜାରି ଜୀ ମରାଠୀ []
୨୦୧୪-୨୦୧୬ ବଡ଼ି ଦୂର୍ ସେ ଆଯେ ହୈ ହିନ୍ଦୀ ସୋନି ସବ୍ []
୨୦୧୫ କସମେ ୱାଦେ ଡିଡି ନ୍ୟାସ୍‌ନାଲ୍
୨୦୧୬ କୁଳସ୍ୱାମିନୀ ମରାଠୀ ଷ୍ଟାର୍ ପ୍ରଭା
୨୦୧୮ ତେନାଲି ରାମା ହିନ୍ଦୀ ସୋନି ସବ୍ []
୨୦୧୯ ବିଗ୍ ବସ୍ ମରାଠୀ ୨ ମରାଠୀ କଲର୍ସ ମରାଠୀ ପ୍ରତିଯୋଗୀ[୧୦]
୨୦୨୧–ଏବେଯାଏଁ ଆଇ କୁଥେ କାଏ କାର୍‌ତେ! ଷ୍ଟାର୍ ପ୍ରଭା
୨୦୨୨ ଆତା ହୋଉ ଦେ ଢିଙ୍ଗାନା ପ୍ରତିଯୋଗୀ

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ ଆଧାର
୨୦୧୮ ଜିରୋ କିମିସ୍ ମିନାଲ୍ ଜୀ୫ [୧୧]
  1. "Rupalibhosale.com". Archived from the original on 14 September 2017. Retrieved 21 February 2015.
  2. "Bigg Boss Marathi Season 2 contestant Rupali Bhosale is a diva, a look at her hot and classy pics". The Times of India. 26 May 2019.
  3. "A sneak peek into Marathi TV actress Rupali Bhosale's intense workout session". The Times of India. February 12, 2020.
  4. "Rupali Bhosale Husband, Affairs, Instagram & Interesting facts - Celebrities Digest". 27 September 2022. Archived from the original on 29 September 2022. Retrieved 4 August 2024.
  5. "'Bigg Boss' fame Rupali Bhosle announces her relationship with Ankit Magare with a cute post - Times of India". The Times of India (in ଇଂରାଜୀ). 8 January 2020. Retrieved 2021-06-27.
  6. "Eka Peksha Ek - Apsara Aali Zee Marathi Reality Show-Serial,Contestants". Marathi Stars. 2013-06-19.
  7. "Shejari Shejari Pakke Shejari Zee marathi Serial Cast,Crew,Actor,Actress". Marathi Stars. 23 February 2013.
  8. "Rupali Bhosale of Badi Door Se Aaye Hain tries her hand at cricket - Times of India". The Times of India. 17 May 2016. Retrieved 2021-06-27.
  9. "Rupali Bhosale to enter SAB TV's Tenali Rama". IWMBuzz. 30 May 2018.
  10. "Bigg Boss Marathi 2: Meet the contestants - From Kishori Shahane to Surekha Punekar". International Business Times. 2019-05-26.
  11. "Zero KMS director Q: Audience will be surprised to see Naseeruddin Shah in such an avatar". The Indian Express (in ଇଂରାଜୀ). 11 June 2018. Retrieved 2021-06-27.

ବାହାର ଲିଙ୍କ୍

[ସମ୍ପାଦନା]