ରିଲୁଜୋଲ

ଉଇକିପିଡ଼ିଆ‌ରୁ
ରିଲୁଜୋଲ
Clinical data
Trade namesRilutek, Tiglutik, Exservan, others
AHFS/Drugs.commonograph
MedlinePlusa696013
data
Pregnancy
category
  • AU: B3
  • US: N (Not classified yet)
Routes of
administration
By mouth
Legal status
Legal status
Pharmacokinetic data
Bioavailability60±18%[୧]
Protein binding97%[୧]
MetabolismLiver (CYP1A2)[୧]
Elimination half-life9–15 hours[୧]
ExcretionUrine (90%)[୧]
Identifiers
  • 6-(trifluoromethoxy)benzothiazol-2-amine
ECHA InfoCard100.124.754 Edit this at Wikidata
Chemical and physical data
FormulaC8H5F3N2OS
Molar mass୨୩୪.୨0 g·mol−1
3D model (JSmol)
  • FC(F)(F)Oc1ccc2nc(sc2c1)N
  • InChI=1S/C8H5F3N2OS/c9-8(10,11)14-4-1-2-5-6(3-4)15-7(12)13-5/h1-3H,(H2,12,13) checkY
  • Key:FTALBRSUTCGOEG-UHFFFAOYSA-N checkY
  (verify)

ରିଲୁଜୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରିଲୁଟେକ, ଏକ ଔଷଧ ଯାହା ଆମାୟୋଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଏକ ଭେଣ୍ଟିଲେଟର କିମ୍ବା ଟ୍ରାକିଓଷ୍ଟୋମିର ଆବଶ୍ୟକତାକୁ ବିଳମ୍ବିତ କରିଥାଏ ଏବଂ ଦୁଇରୁ ତିନି ମାସ ଅଧିକ ବଞ୍ଚିବାରେ ସାହାଯ୍ୟ କରିଥାଏ ।[୩] ଏହା ଟାବଲେଟ୍ କିମ୍ବା ତରଳ ଭାବରେ ପାଟିରେ ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୁର୍ବଳତା ଏବଂ ଯକୃତ ସମସ୍ୟା ସୃଷ୍ଟି ହୋଇପାରେ ।[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ, ଇଣ୍ଟରସ୍ଟିସିଆଲ୍ ଫୁସଫୁସ ରୋଗ ଏବଂ ନିମ୍ନ ରକ୍ତ ନିଉଟ୍ରୋଫିଲ୍ ସ୍ତର ହୋଇପାରେ ।[୨] ଏହା କିପରି କାମ କରେ ତାହା ଅସ୍ପଷ୍ଟ, କିନ୍ତୁ ସ୍ନାୟୁ ପ୍ରଣାଳୀରେ ଗ୍ଲୁଟାମେଟ୍ ହ୍ରାସ ହେତୁ ହୋଇପାରେ ।[୫]

୧୯୯୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୬ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ରିଲୁଜୋଲ ଅନୁମୋଦିତ ହୋଇଥିଲା ।[୨] [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୨୩ ପାଉଣ୍ଡ ଅଟେ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୩ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "PRODUCT INFORMATION RILUTEK® (riluzole) Tablets" (PDF). TGA eBusiness Services. sanofi-aventis australia pty ltd. January 6, 2009. Archived from the original on March 17, 2018. Retrieved February 18, 2014.
  2. ୨.୦ ୨.୧ ୨.୨ "Riluzole Monograph for Professionals". Drugs.com (in ଇଂରାଜୀ). Archived from the original on August 10, 2020. Retrieved 17 October 2021.
  3. Miller, RG; Mitchell, JD; Moore, DH (March 14, 2012). "Riluzole for amyotrophic lateral sclerosis (ALS)/motor neuron disease (MND)". The Cochrane Database of Systematic Reviews. 3 (3): CD001447. doi:10.1002/14651858.CD001447.pub3. PMC 7055506. PMID 22419278.
  4. ୪.୦ ୪.୧ ୪.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1186. ISBN 978-0-85711-369-6.{{cite book}}: CS1 maint: date format (link)
  5. ୫.୦ ୫.୧ ୫.୨ "Rilutek". Archived from the original on December 27, 2020. Retrieved 17 October 2021.
  6. "Riluzole Prices and Riluzole Coupons - GoodRx". GoodRx. Retrieved 17 October 2021.