Jump to content

ରିମେଗେପାଣ୍ଟ

ଉଇକିପିଡ଼ିଆ‌ରୁ
ରିମେଗେପାଣ୍ଟ
Clinical data
Trade namesNurtec ODT, Vydura
SynonymsBHV-3000, BMS-927711
AHFS/Drugs.commonograph
MedlinePlusa620031
data
Routes of
administration
By mouth
Legal status
Legal status
Pharmacokinetic data
Onset of actionWith 2 hr[୧]
Duration of action48 hr[୧]
Identifiers
  • [(5S,6S,9R)-5-Amino-6-(2,3-difluorophenyl)-6,7,8,9-tetrahydro-5H-cyclohepta[b]pyridin-9-yl] 4-(2-oxo-3H-imidazo[4,5-b]pyridin-1-yl)piperidine-1-carboxylate
Chemical and physical data
FormulaC28H28F2N6O3
Molar mass୫୩୪.୫୭ g·mol−1
3D model (JSmol)
  • C1CC(C2=C(C=CC=N2)C(C1C3=C(C(=CC=C3)F)F)N)OC(=O)N4CCC(CC4)N5C6=C(NC5=O)N=CC=C6
  • InChI=1S/C28H28F2N6O3/c29-20-6-1-4-17(23(20)30)18-8-9-22(25-19(24(18)31)5-2-12-32-25)39-28(38)35-14-10-16(11-15-35)36-21-7-3-13-33-26(21)34-27(36)37/h1-7,12-13,16,18,22,24H,8-11,14-15,31H2,(H,33,34,37)/t18-,22+,24-/m0/s1
  • Key:KRNAOFGYEFKHPB-ANJVHQHFSA-N

ରିମେଗେପାଣ୍ଟ, ଏକ ବେପାର ନାମ ନୁର୍ଟେକ ଓଡିଟି (Nurtec ODT), ହେଉଛି ଏକ ଔଷଧ ଯାହା ଅଧକପାଳି ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୩] ଔଷଧର ପ୍ରଭାବ ଦୁଇ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଓ ପେଟ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] ଗର୍ଭଧାରଣ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୪] ଏହା ସିଜିଆରପି (CGRP) ରିସେପ୍ଟରକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ରିମେଗେପାଣ୍ଟ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୨୦ ଡଲାର ଥିଲା ।[୫] ୨୦୨୧ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[୬]

  1. 1 2 3 Skidmore-Roth, Linda (1 April 2021). Mosby's Drug Guide for Nursing Students with 2022 Update - E-Book (in ଇଂରାଜୀ). Elsevier Health Sciences. p. 1218. ISBN 978-0-323-87656-8. Archived from the original on 17 October 2021. Retrieved 17 October 2021.
  2. 1 2 3 "Nurtec ODT - rimegepant sulfate tablet, orally disintegrating". DailyMed. 19 February 2020. Archived from the original on 28 November 2020. Retrieved 19 March 2020.
  3. 1 2 3 "Rimegepant Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 17 October 2021.
  4. ↑ "Rimegepant (Nurtec ODT) Use During Pregnancy". Drugs.com (in ଇଂରାଜୀ). Retrieved 17 October 2021.
  5. ↑ "Nurtec ODT Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 7 June 2021. Retrieved 17 October 2021.
  6. ↑ "Rimegepant". SPS - Specialist Pharmacy Service. 5 October 2017. Archived from the original on 17 October 2021. Retrieved 17 October 2021.