ରିମେଗେପାଣ୍ଟ
ଦେଖଣା
Clinical data | |
---|---|
Trade names | Nurtec ODT, Vydura |
Synonyms | BHV-3000, BMS-927711 |
AHFS/Drugs.com | monograph |
MedlinePlus | a620031 |
data |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Onset of action | With 2 hr[୧] |
Duration of action | 48 hr[୧] |
Identifiers | |
| |
Chemical and physical data | |
Formula | C28H28F2N6O3 |
Molar mass | ୫୩୪.୫୭ g·mol−1 |
3D model (JSmol) | |
| |
|
ରିମେଗେପାଣ୍ଟ, ଏକ ବେପାର ନାମ ନୁର୍ଟେକ ଓଡିଟି (Nurtec ODT), ହେଉଛି ଏକ ଔଷଧ ଯାହା ଅଧକପାଳି ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୩] ଔଷଧର ପ୍ରଭାବ ଦୁଇ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଓ ପେଟ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] ଗର୍ଭଧାରଣ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୪] ଏହା ସିଜିଆରପି (CGRP) ରିସେପ୍ଟରକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ରିମେଗେପାଣ୍ଟ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୨୦ ଡଲାର ଥିଲା ।[୫] ୨୦୨୧ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Skidmore-Roth, Linda (1 April 2021). Mosby's Drug Guide for Nursing Students with 2022 Update - E-Book (in ଇଂରାଜୀ). Elsevier Health Sciences. p. 1218. ISBN 978-0-323-87656-8. Archived from the original on 17 October 2021. Retrieved 17 October 2021.
- ↑ ୨.୦ ୨.୧ ୨.୨ "Nurtec ODT - rimegepant sulfate tablet, orally disintegrating". DailyMed. 19 February 2020. Archived from the original on 28 November 2020. Retrieved 19 March 2020.
- ↑ ୩.୦ ୩.୧ ୩.୨ "Rimegepant Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 17 October 2021.
- ↑ "Rimegepant (Nurtec ODT) Use During Pregnancy". Drugs.com (in ଇଂରାଜୀ). Retrieved 17 October 2021.
- ↑ "Nurtec ODT Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 7 June 2021. Retrieved 17 October 2021.
- ↑ "Rimegepant". SPS - Specialist Pharmacy Service. 5 October 2017. Archived from the original on 17 October 2021. Retrieved 17 October 2021.