Jump to content

ରିଓସିଗୁଆଟ

ଉଇକିପିଡ଼ିଆ‌ରୁ
ରିଓସିଗୁଆଟ
Skeletal formula of riociguat
Ball-and-stick model of riociguat
Clinical data
Trade namesAdempas
SynonymsBAY 63-2521
AHFS/Drugs.commonograph
data
Pregnancy
category
  • AU: X (High risk)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    Pharmacokinetic data
    Bioavailability94%
    Protein binding95%
    MetabolismCYP1A1, CYP3A4, CYP2C8, CYP2J2
    MetabolitesN-desmethylriociguat (active), glucuronide (inactive)
    Elimination half-life5–10 h
    Excretion33–45% Kidney,
    48–59% Bile duct
    Identifiers
    • Methyl N-[4,6-Diamino-2-[1-[(2-fluorophenyl)methyl]-1H-pyrazolo[3,4-b]pyridin-3-yl]-5-pyrimidinyl]-N-methyl-carbaminate
    ECHA InfoCard100.169.606 Edit this at Wikidata
    Chemical and physical data
    FormulaC20H19FN8O2
    Molar mass୪୨୨.୪୨ g·mol−1
    3D model (JSmol)
    • c14ncccc4c(-c(nc2N)nc(N)c2N(C)C(=O)OC)nn1Cc3ccccc3F
    • InChI=1S/C20H19FN8O2/c1-28(20(30)31-2)15-16(22)25-18(26-17(15)23)14-12-7-5-9-24-19(12)29(27-14)10-11-6-3-4-8-13(11)21/h3-9H,10H2,1-2H3,(H4,22,23,25,26) ☒N
    • Key:WXXSNCNJFUAIDG-UHFFFAOYSA-N ☒N
      (verify)

    ରିଓସିଗୁଆଟ, ଆଡେମ୍ପାସ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଦୁଇ ପ୍ରକାରର ଫୁସଫୁସ ଉଚ୍ଚ ରକ୍ତଚାପର (PH) ଚିକିତ୍ସା ପାଇଁ ବ୍ୟବହୃତ ହୁଏ: କ୍ରନିକ ଥ୍ରୋମ୍ବୋଏମ୍ବୋଲିକ ଫୁସଫୁସ ଉଚ୍ଚ ରକ୍ତଚାପ (CTEPH) ଏବଂ ଫୁସଫୁସ ଧମନୀ ଉଚ୍ଚ ରକ୍ତଚାପ (PAH)।[] ଏହା ଏକ ଦ୍ୱିତୀୟ ଧାଡ଼ିର ଚିକିତ୍ସା ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପେଟ ବ୍ୟଥା, ବାନ୍ତି, ଏବଂ ତରଳ ଝାଡ଼ା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଦ୍ରବୀଭୂତ ଗୁଏନିଲେଟ ସାଇକ୍ଲେଜର (sGC) ଏକ ଉତ୍ତେଜକ | []

    ୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରିଓସିଗୁଆଟ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ଚିକିତ୍ସା ପାଇଁ ପ୍ରାୟ ୨୦୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୯୫୦୦ ଡଲାର ଅଟେ ।[]

    1. 1 2 3 4 5 6 7 8 "Riociguat Monograph for Professionals". Drugs.com (in ଇଂରାଜୀ). Archived from the original on 30 January 2021. Retrieved 17 October 2021.
    2. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 197. ISBN 978-0-85711-369-6.{{cite book}}: CS1 maint: date format (link)
    3. "Adempas Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 August 2020. Retrieved 17 October 2021.