ରିଓସିଗୁଆଟ
Clinical data | |
---|---|
Trade names | Adempas |
Synonyms | BAY 63-2521 |
AHFS/Drugs.com | monograph |
data | |
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 94% |
Protein binding | 95% |
Metabolism | CYP1A1, CYP3A4, CYP2C8, CYP2J2 |
Metabolites | N-desmethylriociguat (active), glucuronide (inactive) |
Elimination half-life | 5–10 h |
Excretion | 33–45% Kidney, 48–59% Bile duct |
Identifiers | |
| |
ECHA InfoCard | 100.169.606 |
Chemical and physical data | |
Formula | C20H19FN8O2 |
Molar mass | ୪୨୨.୪୨ g·mol−1 |
3D model (JSmol) | |
| |
| |
(verify) |
ରିଓସିଗୁଆଟ, ଆଡେମ୍ପାସ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଦୁଇ ପ୍ରକାରର ଫୁସଫୁସ ଉଚ୍ଚ ରକ୍ତଚାପର (PH) ଚିକିତ୍ସା ପାଇଁ ବ୍ୟବହୃତ ହୁଏ: କ୍ରନିକ ଥ୍ରୋମ୍ବୋଏମ୍ବୋଲିକ ଫୁସଫୁସ ଉଚ୍ଚ ରକ୍ତଚାପ (CTEPH) ଏବଂ ଫୁସଫୁସ ଧମନୀ ଉଚ୍ଚ ରକ୍ତଚାପ (PAH)।[୧] ଏହା ଏକ ଦ୍ୱିତୀୟ ଧାଡ଼ିର ଚିକିତ୍ସା ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପେଟ ବ୍ୟଥା, ବାନ୍ତି, ଏବଂ ତରଳ ଝାଡ଼ା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଦ୍ରବୀଭୂତ ଗୁଏନିଲେଟ ସାଇକ୍ଲେଜର (sGC) ଏକ ଉତ୍ତେଜକ | [୧]
୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରିଓସିଗୁଆଟ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ଚିକିତ୍ସା ପାଇଁ ପ୍ରାୟ ୨୦୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୯୫୦୦ ଡଲାର ଅଟେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Riociguat Monograph for Professionals". Drugs.com (in ଇଂରାଜୀ). Archived from the original on 30 January 2021. Retrieved 17 October 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 197. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Adempas Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 August 2020. Retrieved 17 October 2021.