ରିଆନ ମର୍କଲେ

ଉଇକିପିଡ଼ିଆ‌ରୁ
ରିଆନ ମର୍କଲେ
Born
କେମ୍ବ୍ରିଜ, କାନାଡ଼ା
Alma materୱାଟରଲୁ ବିଶ୍ୱବିଦ୍ୟାଳୟ
Occupation(s)ସିଇଓ, କ୍ରିଏଟିଭ କମନ୍ସ

ରିଆନ ମର୍କଲେ ଆମେରିକା ଅଣଲାଭକାରୀ ସଂଗଠନ କ୍ରିଏଟିଭ କମନ୍ସର ସିଇଓ । ସେ ଖୋଲା ଲାଇସେନ୍ସ, ନେଟ ନିଉଟ୍ରାଲିଟି, ଓ ଓପନ ଡାଟା କାର୍ଯ୍ୟକ୍ରମଗୁଡ଼ିକର ଜଣେ ସମର୍ଥକ । ମର୍କଲେ ଓପନ ୱାର୍ମ ଫାଉଣ୍ଡେସନର ବୋର୍ଡ଼ ଅଫ ଡାଇରେକ୍ଟର୍ସର ସଭାପତି[୧] ଓ ଆଗରୁ କ୍ୱେଟିକୋ ଫାଉଣ୍ଡେସନର ଟ୍ରଷ୍ଟି ଥିଲେ ।[୨] ସେ କଣ୍ଟେଣ୍ଟ ବିତରଣ ନିମନ୍ତେଅର୍ଥନୀତି ବଣ୍ଟନ, ଏକାଡେମିକ ପ୍ରକାଶନ ଓ ଆଇନଗତ ଆଧାରିକ ସଂରଚନା ବାବଦରେ  ବାବଦରେ ଲେଖନ୍ତି ଓ ଭାଷଣ ଦିଅନ୍ତି ।[୩]

କ୍ରିଏଟିଭ କମନ୍ସ[ସମ୍ପାଦନା]

୨୦୧୩ରେ କ୍ୟାଥରିନ କାସର୍ଲି କ୍ରିଏଟିଭ କମନ୍ସ ଛାଡ଼ିବା ପରେ ମର୍କଲେ ଏହାର ସିଇଓ ଭାବେ ୨୦୧୪ରେ ଯୋଗଦେଇଥିଲେ ।[୪] ତାଙ୍କର ଲକ୍ଷ୍ୟ ସଂଗଠନର ନୂଆ, ଦୀର୍ଘସ୍ଥାୟୀ ରଣନୀତି ତିଆରିରେ ।[୫][୬][୭] ୱାଇଅର୍ଡ଼ ପତ୍ରିକାରେ ତାଙ୍କର ୨୦୧୬ ଓପ-ଏଡ଼ରେ ସେ ସେ ଏକାଡେମିକ ପ୍ରକାଶନ ବିରୋଧରେ କରିଥିବା ସମାଲୋଚନା ଆମେରିକା ଆସୋସିଏସନ ଫର କ୍ୟାନସର ରିସର୍ଚର ଉପ ସଭାପତି ଜୋ ବିଡ଼େନ ନିଜ ଲେଖାରେ ଉଲ୍ଲେଖ କରିଥିଲେ ।[୮][୯] ୨୦୧୬ରେ ଉଇଲିଅମ ଆଣ୍ଡ ଫ୍ଲୋରା ହିଉଲେଟ ଫାଇଣ୍ଡେସନରୁ $୧୦ ମିଲିଅନ ଡଲାର ଅନୁଦାନ କ୍ରିଏଟିଭ କମନ୍ସର ନୂଆ ରଣନୀତି ପାଇଁ ଓ ସଂଗଠନର କାମ ବିତରଣ ପାଇଁ ପାଇଥିଲେ ।[୧୦][୧୧][୧୨]

ଆଧାର[ସମ୍ପାଦନା]

  1. "Our People".
  2. "Our People".
  3. "In a true sharing economy, the reward is gratitude". The Globe and Mail. Retrieved 17 September 2016.
  4. Gannes, Liz. "Creative Commons Picks Former Mozilla COO Ryan Merkley as CEO". Recode.net. Vox Media. Retrieved 27 September 2016.
  5. "MLTalks Series: Diane Peters, Jane Park, Ryan Merkley and Johnathan Nightingale in conversation with Joi Ito". MIT Media Lab. Retrieved 19 September 2016.
  6. "Welcoming Creative Commons' new CEO, Ryan Merkley". Creative Commons. 14 May 2014. Retrieved 17 September 2016.
  7. Harmon, Elliot (25 September 2013). "Catherine Casserly to step down as Creative Commons CEO". Creative Commons. Retrieved 17 September 2016.
  8. Merkley, Ryan. "You Pay to Read Research You Fund. That's Ludicrous". Wired.com. Retrieved 17 September 2016.
  9. "VP Joe Biden asks about CC's Ryan Merkley's op-ed in Wired". Vimeo.com. Retrieved 17 September 2016.
  10. "Creative Commons' Radical Plan to Bring Joy to the Commons". Shareable.net. Retrieved 17 September 2016.
  11. "Creative Commons awarded $10M grant from Hewlett Foundation to support renewed strategy". Creative Commons. 19 January 2016.
  12. "The Hewlett and Gates Foundations Award $9 Million to Pratham". Hewlett Foundation. Archived from the original on 18 September 2016. Retrieved 17 September 2016.

ବାହାର ଲିଙ୍କ[ସମ୍ପାଦନା]