କ୍ରିଏଟିଭ କମନ୍ସ
ଦେଖଣା
ଏହି ପ୍ରସଙ୍ଗ/ବିଭାଗଟି ଗୋଟିଏ ବଡ଼ଧରଣର ପରିବର୍ତ୍ତନ ଦେଇ ଗତି କରୁଛି । ଆପଣ ବି ଏହାକୁ ବଦଳାଇ ପାରିବେ । ଯଦି ଏହି ଲେଖାଟି ଗୁଡ଼ାଏ ଦିନ ହେବ ବଦଳାଯାଇନାହିଁ, ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ । ଏହି articleଟି ଶେଷଥର ପାଇଁ InternetArchiveBot (talk | contribs)ଙ୍କ ଦେଇ 2 years ago ବଦଳାଯାଇଥିଲା । (ସୁଧାରିବା) |

କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନଗତ ଭାବେ ବାଣ୍ଟିବା ଓ ବ୍ୟବହାର କରିବାରେ ସାହାୟତା କରେ । ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବହାର କରିହେବ[୧]। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ । ସହଜରେ ବ୍ୟବହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବହାର କରାଯାଏ । କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ ।
ଏହି ସଂସ୍ଥା ୨୦୦୧ ମସିହାରେ ସେଣ୍ଟର ଫର ପବ୍ଲିକ ଡୋମେନ ସାହାୟତାର ଲରେନ୍ସ ଲେସିଗ, ହାଲ ଏବେଲ୍ସନ ଓ ଏରିକ ଏଲଡ୍ରେଡଙ୍କଦ୍ୱାରା ସ୍ଥାପନ କରାଯାଇଥିଲା।[୨] ଜାନୁଆରୀ ୨୦୧୬ ସୁଦ୍ଧା ପ୍ରାୟତଃ ୧୦୦ କୋଟି ଉପରେ କାମ ସିସି ଲାଇସେନ୍ସଦ୍ୱାରା ହୋଇଛି।[୩]
ସିସିର ଲାଇସେନ୍ସ
[ସମ୍ପାଦନା]

[୪]ଚିତ୍ର ଅଧିକାର ବିବରଣ
Attribution (BY) Licensees may copy, distribute, display and perform the work and make derivative works and remixes based on it only if they give the author or licensor the credits (attribution) in the manner specified by these.
Share-alike (SA) Licensees may distribute derivative works only under a license identical ("not more restrictive") to the license that governs the original work. (See also copyleft.) Without share-alike derivative works might be sublicensed with compatible but more restrictive license clauses, e.g. CC BY to CC BY-NC.)
Non-commercial (NC) Licensees may copy, distribute, display, and perform the work and make derivative works and remixes based on it only for non-commercial purposes.
No Derivative Works (ND) Licensees may copy, distribute, display and perform only verbatim copies of the work, not derivative works and remixes based on it.
ନିୟମିତ ବ୍ୟବହାର ହେଉଥିବା ସାତଟି ଲାଇସେନ୍ସ
[ସମ୍ପାଦନା]
[୫][୬]ପତୀକ ବିବରଣ Acronym Free Cultural Works Remix culture Commercial use 
Freeing content globally without restrictions CC0 Yes Yes Yes 
Attribution alone BY Yes Yes Yes 
Attribution + ShareAlike BY-SA Yes Yes Yes 
Attribution + Noncommercial BY-NC No Yes No 
Attribution + NoDerivatives BY-ND No No Yes 
Attribution + Noncommercial + ShareAlike BY-NC-SA No Yes No 
Attribution + Noncommercial + NoDerivatives BY-NC-ND No No No
ଆଧାର
[ସମ୍ପାଦନା]- ↑ https://en.wikipedia.org/wiki/Creative_Commons#cite_note-2
- ↑ "Creative Commons: History". Archived from the original on 2011-06-23. Retrieved 2011-10-09.
- ↑ "State of the Commons". Retrieved 2016-03-07.
- ↑ "What are Creative Commons licenses?". Frequently Asked Questions - Creative Commons. Retrieved July 26, 2015.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;licensesନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;CC0ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।