ରିଆନ ମର୍କଲେ
ରିଆନ ମର୍କଲେ | |
---|---|
ଜନ୍ମ | କେମ୍ବ୍ରିଜ, କାନାଡ଼ା |
ଶିକ୍ଷାନୁଷ୍ଠାନ | ୱାଟରଲୁ ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ସିଇଓ, କ୍ରିଏଟିଭ କମନ୍ସ |
ରିଆନ ମର୍କଲେ ଆମେରିକା ଅଣଲାଭକାରୀ ସଂଗଠନ କ୍ରିଏଟିଭ କମନ୍ସର ସିଇଓ । ସେ ଖୋଲା ଲାଇସେନ୍ସ, ନେଟ ନିଉଟ୍ରାଲିଟି, ଓ ଓପନ ଡାଟା କାର୍ଯ୍ୟକ୍ରମଗୁଡ଼ିକର ଜଣେ ସମର୍ଥକ । ମର୍କଲେ ଓପନ ୱାର୍ମ ଫାଉଣ୍ଡେସନର ବୋର୍ଡ଼ ଅଫ ଡାଇରେକ୍ଟର୍ସର ସଭାପତି[୧] ଓ ଆଗରୁ କ୍ୱେଟିକୋ ଫାଉଣ୍ଡେସନର ଟ୍ରଷ୍ଟି ଥିଲେ ।[୨] ସେ କଣ୍ଟେଣ୍ଟ ବିତରଣ ନିମନ୍ତେଅର୍ଥନୀତି ବଣ୍ଟନ, ଏକାଡେମିକ ପ୍ରକାଶନ ଓ ଆଇନଗତ ଆଧାରିକ ସଂରଚନା ବାବଦରେ ବାବଦରେ ଲେଖନ୍ତି ଓ ଭାଷଣ ଦିଅନ୍ତି ।[୩]
କ୍ରିଏଟିଭ କମନ୍ସ
[ସମ୍ପାଦନା]୨୦୧୩ରେ କ୍ୟାଥରିନ କାସର୍ଲି କ୍ରିଏଟିଭ କମନ୍ସ ଛାଡ଼ିବା ପରେ ମର୍କଲେ ଏହାର ସିଇଓ ଭାବେ ୨୦୧୪ରେ ଯୋଗଦେଇଥିଲେ ।[୪] ତାଙ୍କର ଲକ୍ଷ୍ୟ ସଂଗଠନର ନୂଆ, ଦୀର୍ଘସ୍ଥାୟୀ ରଣନୀତି ତିଆରିରେ ।[୫][୬][୭] ୱାଇଅର୍ଡ଼ ପତ୍ରିକାରେ ତାଙ୍କର ୨୦୧୬ ଓପ-ଏଡ଼ରେ ସେ ସେ ଏକାଡେମିକ ପ୍ରକାଶନ ବିରୋଧରେ କରିଥିବା ସମାଲୋଚନା ଆମେରିକା ଆସୋସିଏସନ ଫର କ୍ୟାନସର ରିସର୍ଚର ଉପ ସଭାପତି ଜୋ ବିଡ଼େନ ନିଜ ଲେଖାରେ ଉଲ୍ଲେଖ କରିଥିଲେ ।[୮][୯] ୨୦୧୬ରେ ଉଇଲିଅମ ଆଣ୍ଡ ଫ୍ଲୋରା ହିଉଲେଟ ଫାଇଣ୍ଡେସନରୁ $୧୦ ମିଲିଅନ ଡଲାର ଅନୁଦାନ କ୍ରିଏଟିଭ କମନ୍ସର ନୂଆ ରଣନୀତି ପାଇଁ ଓ ସଂଗଠନର କାମ ବିତରଣ ପାଇଁ ପାଇଥିଲେ ।[୧୦][୧୧][୧୨]
ଆଧାର
[ସମ୍ପାଦନା]- ↑ "Our People".
- ↑ "Our People".
- ↑ "In a true sharing economy, the reward is gratitude". The Globe and Mail. Retrieved 17 September 2016.
- ↑ Gannes, Liz. "Creative Commons Picks Former Mozilla COO Ryan Merkley as CEO". Recode.net. Vox Media. Retrieved 27 September 2016.
- ↑ "MLTalks Series: Diane Peters, Jane Park, Ryan Merkley and Johnathan Nightingale in conversation with Joi Ito". MIT Media Lab. Retrieved 19 September 2016.
- ↑ "Welcoming Creative Commons' new CEO, Ryan Merkley". Creative Commons. 14 May 2014. Retrieved 17 September 2016.
- ↑ Harmon, Elliot (25 September 2013). "Catherine Casserly to step down as Creative Commons CEO". Creative Commons. Retrieved 17 September 2016.
- ↑ Merkley, Ryan. "You Pay to Read Research You Fund. That's Ludicrous". Wired.com. Retrieved 17 September 2016.
- ↑ "VP Joe Biden asks about CC's Ryan Merkley's op-ed in Wired". Vimeo.com. Retrieved 17 September 2016.
- ↑ "Creative Commons' Radical Plan to Bring Joy to the Commons". Shareable.net. Retrieved 17 September 2016.
- ↑ "Creative Commons awarded $10M grant from Hewlett Foundation to support renewed strategy". Creative Commons. 19 January 2016.
- ↑ "The Hewlett and Gates Foundations Award $9 Million to Pratham". Hewlett Foundation. Archived from the original on 18 September 2016. Retrieved 17 September 2016.